ଦେଶର ପ୍ରଥମ ଯୋଜନାବଦ୍ଧ ସହର ଭାବେ ଭୁବନେଶ୍ବର ହୋଇଥିଲେ ସୁଦ୍ଧା ସବୁଠୁ ଅବହେଳିତ ବସ୍ତିବାସିନ୍ଦା* :*ଜଗନ୍ନାଥ
*ଦେଶର ପ୍ରଥମ ଯୋଜନାବଦ୍ଧ ସହର ଭାବେ ଭୁବନେଶ୍ବର ହୋଇଥିଲେ ସୁଦ୍ଧା ସବୁଠୁ ଅବହେଳିତ ବସ୍ତିବାସିନ୍ଦା* :*ଜଗନ୍ନାଥ*
ଭୁବନେଶ୍ବର,୧୮,୦୫…ଦେଶ ସ୍ବାଧିନତାର ସ୍ପନ୍ଦନ ଅନୁଭବ କରିବା ପୂର୍ବରୁ ଜାମସେଦପର, ଚଣ୍ଡିଗଡ ଓ ଭୁବନେଶ୍ବ ପ୍ରଥମ ଯୋଜନାବଦ୍ଧ ସହର ଅବା ନଗର ଭାବେ ସ୍ବୀକୃତି ଦ୍ବାର ଦେଶରେ ଥିଲା ା ଏହାର ଭୌଗଳିକ ଅବସ୍ଥିତି ଓ ପାରିପାର୍ଶ୍ବିକ ପରିସ୍ଥିତି ପ୍ଲାନିଙ୍ଗ ସିଚିର ସମସ୍ତ ମାନ ପରିମାପରେ ସର୍ବାଗ୍ରେ ରହିଥିଲା ା ଜାହା ଦେଶର କଲିକତା, ଚେନାଇ, ମୁ୍ବାଇ ଓ ଦିଲ୍ଲୀ ଭଳି ସହରକୁ ପଛରେ ପକାଇ ୧୯୪୮ ମସିହାରେ ପ୍ଲାନ ସିଚି ଭାବେ ସରକାରୀ ସ୍ବିକୃତି ହାସଲ କରିଥିଲୀ ବୋଲି ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ା ପାଖାପାଖି ୭୦ ଦଶନ୍ଧି ଅତିକ୍ରମ କରିଥିଲେ ସୁଦ୍ଧା ବସ୍ତିବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଆଜି
ସନ୍ଧ୍ୟାରେ ୟୁନିଟ-1, ଜୀଇଡ଼ି ବସ୍ତିରେ ପ୍ରଚାର କରିବା ସମୟରେ ଜଗନ୍ନାଥ କହିଚନ୍ତି ା ଏହା ସହ ରାଜ୍ୟରେ ବିଜେଡି ସରକାର ୨୫ ବର୍ଷ ଶାସନ କରି କେବଳ ବସ୍ତିବାସିନ୍ଦାଙ୍କୁ ଭୟ ଓ ଭ୍ରମର ବାତାବରଣ ରଖି ଭୋଟ୍ ପାଇଁ ବ୍ୟବହାର କରୁତି ା କିନ୍ତୁ ବସ୍ତିବାସିନ୍ଦାଙ୍କ ମୁଳ ସମସ୍ୟାର ସମାଧାନ ଓ ମୌଳିକ ସୁବିଧାକୁ ତିଳେ ମାତ୍ର ଧ୍ୟାନ ଦେଇନି ା ବସ୍ତିବାସିନ୍ଦାଙ୍କ ଭେଟ୍,ର ପ୍ରତିବଦଳରେ ଜଳବନ୍ଦୀ, ଡେଙ୍ଗୁ ଓ ବିପର୍ଯ୍ୟସ୍ତ ପରିମଳ ସମସ୍ୟା ଉପହାରରେ ଦେଇଚି ବେଲି ଜଗନ୍ନାଥ କହିୃଚନ୍ତି ା ଏଭଳି ଛଳନା ଓ ଅବିଚାରକୁ ସେମାନେ ଠିକ୍ ଭବେ ଜାଣି ସାରିତନ୍ତି ଚଳିତ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇ ଡବଲ୍ ଇଞ୍ଜିନ୍ ସରକାର ଗଠନ କରିବେ ବୋଲି ଜଗନ୍ନାୃଥ କହିଛନ୍ତି ୀ