Search for:
  • Home/
  • ରାଜ୍ୟ/
  • ୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ

୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ

Spread the love

Loading

ଭୁବନେଶ୍ୱର:୦୬.୦୮  ବିଶ୍ଵ ବନ୍ଧୁ ମିଳନ ଦିବସ୨୦୨୩ ପାଳିତ ହେଲା ଜଟଣୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ(ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଜଟଣୀ)
ଆମ ସ୍କୁଲ ଆମର, ଆମେ ସବୁ ସ୍କୁଲର ।
ରୁଷ ପଟ୍ଟନାୟକ ଏବଂ ସଞ୍ଜୟ ଗୋୟଲ ଙ୍କ ନେତୃତ୍ୱରେ ଆଜି ଜଟଣୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ କରାଯାଇଛି ,ଯେଉଁ ସାର ଦିଦି ମାନେ ଶିକ୍ଷା ପ୍ରଦାନ କରି ଆମର ଭବିଷ୍ୟତ ଗଢିଛନ୍ତି , ସେଦିନର ରାଗ, ମାଡ, ଗଲିଦେବା ଆଜି ଆମେ ବୁଝିଲୁ ଆମ ପାଇଁ ଅଶ୍ରୀବାଦ ହେଲା ।
ଆଜିର ଏହି ବନ୍ଧୁ ମିଳନ ରେ ପ୍ରଭାକର ସାର, ଷଡ଼ଙ୍ଗୀ ସାର, ପଲେଇ ସାର, ରଥ ସାର ,ସୁଷମା ଦିଦି ଙ୍କୁ ସମ୍ବର୍ଦ୍ଧନା । ଜଣାଇଥିଲେ । ୮୦ ରୁ ଉର୍ଦ୍ଧ୍ବ ଛାତ୍ର ମାନେ ମିଶି ଏହି ବନ୍ଧୁ ମିଳନ ଉତ୍ସବ ପାଳନ କରାଯାଇଛି ।
୧୯୯୦ ମସିହା ର ଛାତ୍ର ମାନଙ୍କୁ ଆପଣଙ୍କ ଅଶ୍ରୀବଦ ପ୍ରଦାନ କରିଥିବାରୁ ଆମେ ଛାତ୍ର ମ।ନେ ଆଜି ଆମର ଓ ଆମ ପରିବାରର ଭବିଷ୍ୟତ ଗଢି ପାରିଛୁ । ବୋଲି ସମସ୍ତ ଛାତ୍ର କୋହ ସମ୍ବାଳି ନ ପାରି କହିଥିଲେ ।ଶେଷରେ ରୁଷି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବନ୍ଧୁ ମିଳକୁ ନବୀନ, ଭୋଲିଆ, ଦିଲୀପ, ଅକ୍ଷୟ ଆଦି ସହଯୋଗ କରିଥିଲେ

Leave A Comment

All fields marked with an asterisk (*) are required