ବିଧାନସଭାରେ ବିଜେପିର ମନମାନି ଓ ଗଣତନ୍ତ୍ରକୁ ହତ୍ୟା ବିରୋଧରେ ଗର୍ଜିଲା କଂଗ୍ରେସ।
ଭୁବନେଶ୍ୱର:ବିଧାନସଭାରେ ବିଜେପିର ମନମାନି ଓ ଗଣତନ୍ତ୍ରକୁ ହତ୍ୟା ବିରୋଧରେ ଗର୍ଜିଲା କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ବିଧାୟକ ମାନେ ବିଜେପିକୁ କଲେ ଟାର୍ଗେଟ। ଦୀର୍ଘ ଦିନ ହେଲା ବିଧାନସଭା ଭିତରେ ନାରୀ ସୁରକ୍ଷା, ଛାତ୍ରୀ ନିର୍ଯାତନା ବିରୋଧରେ କଥା ଉଥାଉଛି କଂଗ୍ରେସ। ଝିଅ, ମା, ଭଉଣୀ ୯ ମାସର ସରକାର ସମୟରେ ପ୍ରତିଦିନ ନିର୍ଯ୍ୟାତିତ। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ତାରା ବାହିନୀପତିଙ୍କୁ ଅନ୍ୟାୟ ଭାବେ ସସପେଣ୍ଡ [...]