Search for:

ଶ୍ରୀରାମ ଚରତ ମାନସ ନବାନ୍ମ ପାରାୟଣ ଉଦଯାପିତ

ଶ୍ରୀରାମ ଚରତ ମାନସ ନବାନ୍ମ ପାରାୟଣ ଉଦଯାପିତ ବାଙ୍କୀ – ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ପାଲାମଣ୍ଡପ ପରିସରରେ ଏକବିଂଶତମ ବାର୍ଷିକ ଶ୍ରୀରାମ ଚରତ ମାନସ ନବାନ୍ମ ପାରାୟଣ ପ୍ରବଚନ ଓ ଜ୍ଞାନଯଜ୍ଞ ଉଦଯାପିତ ହେଇଯାଇଛି। ଆଠଦିନ ବ୍ୟାପୀ ଚାଲିଥିବା ପାରାୟଣ ଓ ଯଜ୍ଞରେ ପୂଜ୍ୟ ବ୍ୟାସଜୀ ମହାରାଜା ଦାମୋଦର ଦାସଜୀ ମହାରାଜା ଙ୍କ ଦ୍ଵାରା ଶ୍ରୀରାମ ଚରତ ମାନସ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। [...]

ଭୁବନେଶ୍ୱର ଜିଲ୍ଲା ସଭାପତି ନାରୀ ନ୍ୟାୟ ସମାବେଶକୁ ଭୁବନେଶ୍ୱର ଜିଲ୍ଲାର ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି

ଭୁବନେଶ୍ୱର ଜିଲ୍ଲା ସଭାପତି ନାରୀ ନ୍ୟାୟ ସମାବେଶକୁ ଭୁବନେଶ୍ୱର ଜିଲ୍ଲାର ନେତୃବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଭୁବନେଶ୍ଵର, ତା. ୨୮.୦୩ ରିଖ : ରାଜ୍ୟ କଂଗ୍ରେସ ଦ୍ବାରା ଆହୁତ ନାରୀ ନ୍ୟାୟ ସମାବେଶ ରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ୩୦୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ନେତୃବୃନ୍ଦ ଯୋଗଦେଇ ସଫଳ କରାଇଥିବା ହେତୁ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଜିଲ୍ଲାର ନେତୃବୃନ୍ଦ ଯଥା କିଶୋର ଜେନା, [...]

ଡବଲ ଇଞ୍ଜିନ ସରକାର ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ : ସୁପ୍ରୀୟା

ଡବଲ ଇଞ୍ଜିନ ସରକାର ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ : ସୁପ୍ରୀୟା ଭୁବନେଶ୍ୱର, ତା. ୨୫.୦୩ ରିଖ : ଓଡ଼ିଶାରେ ମହିଳା ଏବଂ ବିଶେଷ କରି ଛାତ୍ରୀମାନେ ଆଜି ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ । ମହିଳା ଅସଦାଚରଣ, ବର୍ବରତା, ଧର୍ଷଣ ଓ ଗଣଧର୍ଷଣ ଆଜି ସାରା ରାଜ୍ୟରେ ସବୁ ଜିଲ୍ଲାରେ ହୁହୁ ହୋଇ ବଢ଼ିଚାଲଛି । ଡବଲ ଇଞ୍ଜନ ସରକାର ପ୍ରଥମ ୫୦ ଦିନରେ ୧୧ ଜଣ [...]

ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ ସମ୍ମାନୀତ।

ଉତ୍କର୍ଷ ସମ୍ମାନରେ ସମ୍ମାନୀତ ହେଲା ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ, ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନ ସମ୍ମାନୀତ ଭୁବନେଶ୍ୱର, ତା ୨୪.୩. ଜନଚେତନାର ପ୍ରତୀକ ସାହିତ୍ୟ ପତ୍ରିକା ସ୍ମୃତିଲିପି ସାରସ୍ଵତ ଅନୁଷ୍ଠାନକୁ ଆମ ସାହିତ୍ୟପରିବାର ର ଷଷ୍ଠ ବାର୍ଷିକ ସାରସ୍ଵତ ସମାରୋହ ସାହିତ୍ୟର ମହାକୁମ୍ଭ -୨୦୨୫ର ସମାବେଶ ସ୍ଥାନୀୟ ଜୟଦେବ ଭବନର ପ୍ରେକ୍ଷାଳୟପରିସର ରେ ଓଡିଶାର ପ୍ରମୁଖ ପୁରାତନ ଓ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର କାର୍ଯ୍ୟରତ ଅନୁଷ୍ଠାନମଧ୍ୟରୁ ୧୦ ଗୋଟି ଅନୁଷ୍ଠାନକୁ [...]

ଶହୀଦ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

ଶହୀଦ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୫ – ଭାରତ ମାତାଙ୍କ ପରମ ସନ୍ତାନ ଶହୀଦ ଭଗତ ସିଂହ, ଶହୀଦ ସୁଖଦେବ ଏବଂ ଶହୀଦ ରାଜଗୁରୁଙ୍କ ନିବିଡ଼ ସ୍ମୃତିରେ ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନ୍ଫିଲ୍ଡ ତରଫରୁ ଏକ ‘ରାଇଡ ଫର୍ ଏ କଜ୍’ ଆୟୋଜିତ ହୋଇଥିଲା। ଏହି ବୈଶିଷ୍ଟ୍ୟପୂର୍ଣ୍ଣ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍ ଯାତ୍ରାରେ [...]

ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି: ଶ୍ରୀ ଭକ୍ତ

ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ ଭୁବନେଶ୍ୱର – ତା ୨୩/୩/୨୫- ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି। ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିଷ୍ପତି କ୍ରମେ ଏବଂ ନିର୍ଦ୍ଦେଶରେ ଗତ ୧୦ ତାରିଖ [...]

ବାଇଶି ପାହାଚ ପୁସ୍ତକ ସପ୍ତ ଦଶ ସଂସ୍କାରଣ ଉନ୍ମୋଚିତ,

ବାଇଶି ପାହାଚ ପୁସ୍ତକ ସପ୍ତ ଦଶ ସଂସ୍କାରଣ ଉନ୍ମୋଚିତ, ଭୁବନେଶ୍ୱର ଟା 22,3,25 ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରି ସଦ ର ମାସିକ ଆଲୋଚନା ଚକ୍ର ଓଡିଶା ଲେଖକ ସମବାୟ ସମିତି ପରିସରରେ ପ୍ରଭାତ କୁମାର ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି, ମୁଖ୍ୟ ଅତିଥି ଭାବେ ନାଟ୍ୟକାର ବିଜୟ କୁମାତ ମହାନ୍ତି, ବକ୍ତା ଓ ଆଲୋଚକ ଭାବେ ଇଂ ଗଣେଶ ଚନ୍ଦ୍ର ପଣ୍ଡା, [...]

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର,ତା.୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ପରଲୋକ ଘଟିଛି । ଡକ୍ଟର ପ୍ରଧାନ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ ଦେଶ ଓ ଦଳ ପାଇଁ [...]

ବିଶ୍ଵ ଜଳଦିବସ ଅବସରରେ ଜନମଙ୍ଗଳ ପକ୍ଷରୁ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ବିଶ୍ଵ ଜଳଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପକ୍ଷରୁ ବିଶ୍ୱ ଜଳଦିବସ ଅବସରରେ ଆଜି ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏଇ ବାର୍ଷିକ ଜଳଦାନ କେନ୍ଦ୍ର ମାର୍ଚ୍ଚ ୨୨ ବିଶ୍ୱ ଜଳଦିବସ ଅବସରରେ ପ୍ରତ୍ୟେକ ବର୍ଷ ଆରମ୍ଭ କରାଯାଇଥାଏ | ପାଗ କୋହଲା ଥିବା ସତ୍ୱେ ବସାଦହି, ବିଟଲୁଣ, ପୋଦିନାପତ୍ର, [...]

ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲକୁ ରାଜ୍ୟ ସରକାର ତୁରନ୍ତ ପାରିତ କରନ୍ତୁ

ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲକୁ ରାଜ୍ୟ ସରକାର ତୁରନ୍ତ ପାରିତ କରନ୍ତୁ – ବିଶ୍ବହିନ୍ଦୁ ପରିଷଦ ଆଜି ତା: ୨୧/୦୩/୨୦୨୫ ରିଖ, ଓଡ଼ିଶା ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଦ୍ଵାରା ଆଗତ “ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ – ୨୦୨୪” କୁ ତୁରନ୍ତ ପାରିତ କରିବା ପାଇଁ ଭୁବନେଶ୍ୱରର ଲୋୟର ପି.ଏମ.ଜି ଠାରେ ବିଭିନ୍ନ ଧାର୍ମିକ, ଆଧ୍ୟାତ୍ମିକ ସଂସ୍ଥାନ, ସନାତନୀ ସଂଗଠନ, ସାମାଜିକ [...]