କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ ।
କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ . .କଟକ ଭୁବନେଶ୍ୱର ଚୌଦ୍ବାରା ନିର୍ଗୁଣ୍ଡି ନିକଟରେ ଟ୍ରେନ୍ ଦୁର୍ଘଟଣା । ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ । ଜଣେ ଯାତ୍ରୀ ମୃତ ହୋଇଥିବା ସୂଚନା । ଚୌଦ୍ବାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ କାମାକ୍ଷା ଏକ୍ସପ୍ରେସର ,ବଗି ଲାଇନ୍ଚ୍ୟୁତ ମିଳୁନି_ପାଣି_ଯାତ୍ରୀ_ହନ୍ତସନ୍ତ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହେବାରୁ ଯାତ୍ରୀ ହନ୍ତସନ୍ତ ପ୍ରବଳ ଖରା ହେଉଥିବାରୁ ଯାତ୍ରୀମାନେ ହନ୍ତସନ୍ତ ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି [...]