ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ
ନିଆରା ଢଙ୍ଗରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ । ଭୁବନେଶ୍ୱର । ରାଜଧାନୀ ହେଉ ନିଶା, ହିଂସା, ଅପରାଧ ମୁକ୍ତ ଓ ରାଜଧାନୀ ହେଉ ଭାଇଚାରା ର ସହର ବାର୍ତ୍ତା ଦେଇ ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ ହୋଇଯାଇଛି । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ [...]