ଗୁରୁପୂର୍ଣ୍ଣିମା ଉତ୍ସବ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ
ଗୁରୁଙ୍କୁ ନ ମଣିବ ନର-ସ୍ୱାମୀ ବ୍ରହ୍ମାନନ୍ଦ ବ୍ୟାସପୂର୍ଣ୍ଣିମା ଅବସରରେ ଗୁରୁପୂଜନ ଉତ୍ସବ ପାଳିତ ଭୁବନେଶ୍ୱର :୦୩.୦୭ ଗୁରୁଶ୍ରେଷ୍ଠ ବ୍ୟାସଦେବଙ୍କ ଜନ୍ମ ବ୍ୟାସପୂର୍ଣ୍ଣିମା ଅବସରରେ ରୁଦ୍ରପୁରସ୍ଥ ନିଗମ କଳ୍ପତରୁ ଆଶ୍ରମ ପରିସରରେ ସୋମବାର ଗୁରୁପୂର୍ଣ୍ଣିମା ଉତ୍ସବ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ପୂଜାର୍ଚ୍ଚନା ପରେ, ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାମିଜୀ ମହାରାଜ କହିଲେ ଯେ, [...]