Search for:

ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ପ୍ରଶାସନ ଦ୍ବାରା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧ

ବଲାଙ୍ଗୀର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ପ୍ରଶାସନ ଦ୍ବାରା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବିଛିନ୍ନ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ।। ଭୁବନେଶ୍ୱର, ତା ୩/୭/୨୩: ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୪ ଦିନ ହେଲା ବିଜୁଳି ସଂଯୋଗ ଓ ପାନୀୟ ଜଳ ଯୋଗାଣ ବନ୍ଦ କରି [...]

ପନି ପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଆକାଶଛୁଆଁ ମୂଲ୍ୟବୃଦ୍ଧି ସାଧାରଣ ମଣିଷଙ୍କ ହାଣ୍ଡିଶାଳ କୁ ଅଚଳ

ଲଗାମହୀନ ଦରବୃଦ୍ଧି ଏବଂ ଉତ୍କଟ ବିଦ୍ୟୁତ ସଂକଟ ବିରୋଧରେ ଓଡିଶା ବଞ୍ଚାଅ ଅଭିଯାନ ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ ଭୁବନେଶ୍ୱର:ପନି ପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଆକାଶଛୁଆଁ ମୂଲ୍ୟବୃଦ୍ଧି ସାଧାରଣ ମଣିଷଙ୍କ ହାଣ୍ଡିଶାଳ କୁ ଅଚଳ କରିଛି l ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ଗ୍ରାହକ ମାନଙ୍କୁ ନିର୍ମମ ଶୋଷଣ ଏବଂ ଘନ ଘନ ବିଜୁଳି କାଟ/ବିଭ୍ରାଟ ଜନଜୀବନ କୁ ଅସ୍ତବ୍ୟସ୍ତ କରିବା ସହିତ ‘ବେଡି ଉପରେ [...]

ନିର୍ବାଚନ ଆସିଲେ ସରକାର ଶୀତଳ ଭଣ୍ଡାର କଥା କହନ୍ତି- କଂଗ୍ରେସ

  ନିର୍ବାଚନ ଆସିଲେ ସରକାର ଶୀତଳ ଭଣ୍ଡାର କଥା କହନ୍ତି- କଂଗ୍ରେସ ଭୁବନେଶ୍ୱର ତା. ୦୩.୭- ଏବେ ରାଜ୍ୟରେ ପରିବାଦର ଆକାଶ ଛୁଆଁ । ସାଧାରଣ ଜନତା ପରିବା କିଣିବାକୁ ସାହାସ କରୁନାହାନ୍ତି । ଏତିକିବେଳେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଏବଂ ମୁନାଫାଖୋର ବେପାରୀଙ୍କ ସହିତ ମିଶି ସାଧାରଣ ଜନତାଙ୍କ ଅସୁବିଧା ବେଳେ ପନିପରିବାର କଳାବଜାରୀ କରି ଫାଇଦା ଉଠାଉଛନ୍ତି ବୋଲି କହିବା ସହିତ କେବଳ ନିର୍ବାଚନ ଆସିଲେ [...]

ମେଡିକାଲ ଶିକ୍ଷାରେ ନେକ୍ସଟ ଲାଗୁ କରିବା ପ୍ରତିବାଦରେ ସମ୍ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ।

ମେଡିକାଲ ଶିକ୍ଷାରେ ନେକ୍ସଟ ଲାଗୁ କରିବା ପ୍ରତିବାଦରେ ସମ୍ ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ ଭୁନେଶ୍ଵର, ତା.୦୩.୦୭.୨୦୨୩- ଆଜି National Exit Test(NEXT)କୁ ପ୍ରତ୍ୟାହାର କାରିବା ଦାବିରେ ଆଇ. ଏମ୍. ସ୍ ଆଣ୍ଡ ସମ୍ ହସ୍ପିଟାଲର ଛାତ୍ରଛାତ୍ରୀମାନେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜିକାର ଏହି କାର୍ଯ୍ୟକ୍ରମରେ ଆଇ. ଏମ୍. ସ୍ ଆଣ୍ଡ ସମ୍ ହସ୍ପିଟାଲର ବିଭୂତି ଭୁଷଣ କର, ନିଖିଲ ଶର୍ମା, ଐଶ୍ୱର୍ଯ୍ୟା ରାଜଲକ୍ଷ୍ମୀ, ରୀଚା ମହାପାତ୍ର, ସୋନାଲ [...]

ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ବୁଲି ବୁଲି ଖୁସି ବନାଇଲେ।

ଛାତ୍ରଛାତ୍ରୀ ମାନଙ୍କୁ ଗପ, ଗୀତ, ନୃତ୍ୟ ଓ ଖେଳ ମାଧ୍ୟମରେ ଗଛ ଲଗେଇଲେ। ଭୁବନେଶ୍ୱର:ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ବୁଗିନ ହୋ” ଶିକ୍ଷାକେନ୍ଦ୍ର, ଗୋଡିବାରି ଗ୍ରାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ “ଜୟ ଓଡ଼ିଶା” ର ଅଧ୍ୟକ୍ଷ ଶ୍ରୀ ରୁଦ୍ର ସାମନ୍ତରାୟ ଯୋଗ ଦେଇ ବୃକ୍ଷ ରୋପଣ ସହ ପିଲାମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଶ୍ରୀ ଅମୀୟ ପଟ୍ଟନାୟକ, ଶ୍ରୀ ପ୍ରସନ୍ନ [...]

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭବ୍ୟ ସ୍ବାଗତ କଲେ ନେତା ଓ କର୍ମୀ

ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭବ୍ୟ ସ୍ବାଗତ କଲେ ନେତା ଓ କର୍ମୀ ଭୁବନେଶ୍ୱର; ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଲା ପରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରେଢ଼ାଖୋଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ଯୁଯୁମରାରେ ଏକ ବିଶାଳ ବାଇକ [...]

SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ

ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ ଗୁରୁତ୍ବ ଭୁବନେଶ୍ବର: ୦୩.୦୭କଟକରେ ୫ଟି ସଚିବ ଭିକେ ପାଣ୍ତିଆନ । SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଥିସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏହି ସମୟରେ ଜିଲ୍ଲାପାଳ ଓ [...]

ସଂଘର୍ଷରତ ମହିଳା କୁସ୍ତିବିତମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ସାରା ଭାରତ ସଂହତି ଦିବସ।

ସଂଘର୍ଷରତ ମହିଳା କୁସ୍ତିବିତମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ସାରା ଭାରତ ସଂହତି ଦିବସ ଉପଲକ୍ଷେ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର -୩/୬/୨୩… ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର ଠାରେ ଯୌନ ନିର୍ଯାତନା ବିରୁଦ୍ଧରେ ଆନ୍ଦୋଳନରତ ମହିଳା କୁସ୍ତିବିତମାନଙ୍କ ସମର୍ଥନରେ ଆଜି ଏଆଇଡିଏସଓ ସର୍ବଭାରତୀୟ କମିଟି ଆହ୍ୱାନ କ୍ରମେ ସାରା ଭାରତ ସଂହତି ଦିବସ ପାଳନ ଅବସରରେ ସଂଗଠନର ଭୁବନେଶ୍ୱର ମହାନଗର କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ [...]

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ

ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା: ଗୋଆ ରାଜ୍ୟପାଳ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର, ୩ ।୦୭: ଭାବନା ପରିପ୍ରକାଶର ପ୍ରକୃଷ୍ଟ ମାଧ୍ୟମ ହେଉଛି ମାତୃଭାଷା ବୋଲି ଗୋଆ ରାଜ୍ୟପାଳ ପି.ଏସ୍‍. ଶ୍ରୀଧରନ ପିଲାଇ କହିଛନ୍ତି । ରବିବାର ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଚତୁର୍ବିଂଶ ଏବଂ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ [...]

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ଘୋଷିତ କ୍ଷତିପୂରଣ ରାଶି ଓ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବା ସହ ଗ୍ରାମକୁ ‘ରାଜସ୍ୱ ଗ୍ରାମ’ର ମାନ୍ୟତା ଦିଆଯାଉ- ଧର୍ମେନ୍ଦ୍ର ପ୍ରଧାନ • ଗତ ସେପ୍ଟେମ୍ବର ୨୦୧୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦ ପ୍ରାୟ ୧୫୨ କୋଟି ଟଙ୍କାର ଅନୁକମ୍ପା ରାଶି ଆକଳନ କରାଯାଇଥିଲା, କିନ୍ତୁ ପରିତାପର ବିଷୟ, ଏ ଅର୍ଥ ରାଶି ଆଜି ଯାଏଁ କ୍ଷତିଗ୍ରସ୍ତମାନଙ୍କୁ [...]