Search for:

ପୃଥିବୀର କୌଣସି ବି ଶକ୍ତି ଏହାକୁ ଅଟକାଇ ପାରିବେନି

ବିଜେଡି ଘରେ ଘରେ ବୁଲି ଲୋକ ଙ୍କ ସମସ୍ୟା ଦେଖୁଛି ଭୁବନେଶ୍ୱର:୦୪.୦୭ ଲୋକଙ୍କ ସମସ୍ୟା ଶୁଣିବାରେ ଅସୁବିଧା କେଉଁଠି ରହିଲା ବୋଲି ଇପସିତା ପ୍ରଶ୍ନ କରିଛନ୍ତି । ପୃଥିବୀର କୌଣସି ବି ଶକ୍ତି ଏହାକୁ ଅଟକାଇ ପାରିବେନି ବୋଲି କହିଛି ବିଜେଡି । ଭୁବନେଶ୍ବରରେ ଏସି କୋଠରୀରେ ବସିଲେ ସମସ୍ୟା ସମାଧାନ ହେବନି । ଦୂରଦୂରାନ୍ତ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରାଯାଉଛି । ଯାହାକି ବିରୋଧୀଙ୍କୁ ସମସ୍ୟା ହେଉଛି [...]

୨୫ ବର୍ଷରେ ବିଜେଡି ଯାହା କରିନାହିଁ, ଆଗାମୀ ୫ ବର୍ଷ ବିଜେପି ସରକାରରେ ଅଧିକ ବିକାଶ ହେବ : ମନମୋହନ ସାମଲ

୬,୭ ଓ ୮ ତାରିଖରେ ଆସାମର ଗୈାହାଟିଠାରେ ରାଷ୍ଟ୍ରୀୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ୨୫ ବର୍ଷରେ ବିଜେଡି ଯାହା କରିନାହିଁ, ଆଗାମୀ ୫ ବର୍ଷ ବିଜେପି ସରକାରରେ ଅଧିକ ବିକାଶ ହେବ : ମନମୋହନ ସାମଲ ଭୁବନେଶ୍ୱର, ତା.୦୪/୦୭: କେନ୍ଦ୍ରରେ ତୃତୀୟ ଥର ଭାରତୀୟ ଜନତା ପାର୍ଟୀର ସରକାର ହେଉଛି । ଓଡିଶାରେ କେମିତି ବିଜେପି ସରକାର ଗଠନ କରିବ, ତାହା ଆମମାନଙ୍କର ମୁଳ ଲକ୍ଷ୍ୟ । ଡବଲ ଇଂଜିନ [...]

ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସାମାଜିକ ଗଣମାଧ୍ୟମ ହେଉଛି ସବୁଠୁ ବଡ ମାଧ୍ୟମ

ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସାମାଜିକ ଗଣମାଧ୍ୟମ ହେଉଛି ସବୁଠୁ ବଡ ମାଧ୍ୟମ : ମନମୋହନ ସାମଲ ଭୁବନେଶ୍ୱର, ତା.୦୪/୦୭: ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ [...]

ବନ୍ଧୁକ ଆକ୍ରମଣର ଦୃଢ ନିନ୍ଦା.

ଭୁବନେଶ୍ୱର, ୪.୭ : ଆଜି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଦଳିତ ନେତା, ସାମାଜିକ କର୍ମୀ ତଥା ଭୀମ୍‌ ଆର୍ମିର ମୁଖ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ବର୍ବୋରଚିତ ବନ୍ଧୁକ ଆକ୍ରମଣର ଦୃଢ ନିନ୍ଦା କରୁଅଛୁ । ଭାଗ୍ୟବଶତଃ ତାଙ୍କର ଜୀବନହାନୀ ହୋଇନାହିଁ । ପୂର୍ବରୁ ଗୌରୀ ଲଙ୍କେଶ, ନରେନ୍ଦ୍ର ଜାଭେଦକର, ପ୍ରଦୀପ ରାଠୋର, ଇନ୍ଦ୍ର ମେଘୱାଲ, ରୋହିତ ଭେମୁଲା, ପାୟଲ ଦାଦୁଭି, ନିର୍ଭୟା, ବେବିନା ବେହେରା, ଇତିଶ୍ରୀ [...]

କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ

ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଭୁବନେଶ୍ୱର ତା ୦୪/୦୭/୨୦୨୩ ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ କଟକ ଜ଼ିଲ୍ଲା ର କିଛି ଚାଷୀ ଏବଂ [...]

ଅଣ୍ଡା ମାରିଲେ ! ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ

ଅଣ୍ଡା ମାରିଲେ ବିଜେପି କର୍ମୀ!ଆଦମୀ ପାର୍ଟି ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ। ଭୁବନେଶ୍ୱର: ୦୪.୦୮୭ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି । ଆମ୍ ଆଦମୀ ପାର୍ଟି(ଆପ୍) ଟୋପି ପିନ୍ଧିଥିବା କିଛି ଯୁବକ ଏହି କାଣ୍ଡ କରିଥିଲେ । ତେବେ ଏଭଳି ହୀନ କାର୍ଯ୍ୟ ଆପ୍ ର ସଂସ୍କୃତି କି ବିଚାରଧାରା ନୁହେଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା [...]

ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା

ସିଏମ୍ଆଇଇ ରିପୋର୍ଟ: ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା ଭୁବନେଶ୍ୱର:ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି ବେକାରି ହାର। ବିଶେଷକରି ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ ଲୋକ କାମ ଧନ୍ଦା ନ ପାଇବା ଯୋଗୁ ବେକାରି ସଂଖ୍ୟାରେ ବୃଦ୍ଧି ଘଟି ଜୁନ୍‌ରେ ବେକାରି ହାର ବଢ଼ିଯାଇଛି। ଇତିମଧ୍ୟରେ ଜୁନ୍ ମାସରେ ହାରାହାରି ବେକାରି ହାର ୮.୪୫ ପ୍ରତିଶତରେ ପହଞ୍ଚିଛି। ଚଳିତବର୍ଷର [...]

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ଭୁବନେଶ୍ୱର: ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି ହୋଇଛି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହିତ ସେ ଅର୍ଥ [...]