Search for:

ପଞ୍ଚାୟତରେ ମହିଳା ଅଧିକାର ଆନ୍ଦୋଳନ

ଭୁବନେଶ୍ୱର:କର୍ମଜୀବି ମହିଳାଙ୍କ ଵିରୋଧରେ ରାଜ୍ଯ ସରକାରଙ୍କ ପ୍ରତିହିଂସା ପରାୟଣ ପଦକ୍ଷେପକୁ ପଲ୍ଲିରୁ ରାଜଧାନୀ ପର୍ଯ୍ଯନ୍ତ ପ୍ରତିଵାଦ ଶାଣିତ କରାଯିଵ: ୧୧ ଓ ୧୨ମାର୍ଚ୍ଚ ରାଜ୍ଯଵ୍ଯାପୀ ବ୍ଲକସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ, ୧୧ ମାର୍ଚ୍ଚ ସଂଧ୍ୟାରେ ପ୍ରତି ଗ୍ରାମ ପଞ୍ଚାୟତରେ ମହିଳା ଅଧିକାର ଆନ୍ଦୋଳନ ସଂକଳ୍ପର ପ୍ରଦୀପ ପ୍ରଜ୍ବଳନ କରାଯିବ, ୧୯ ମାର୍ଚ୍ଚ ସକାଳରୁ ବିଧାନସଭା ସମ୍ମୁଖରେ ଦାବି ପୂରଣ ପର୍ଯ୍ଯନ୍ତ ଦିଵା-ରାତ୍ର ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଚାଲୁ ରହିବ: ନିଖିଳ [...]

ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ

କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦେବାପାଇଁ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ-ଭକ୍ତଚରଣ ଦାସ ଭୁବନେଶ୍ୱର ତା. ୯.୩- ଆଜି ପ୍ରଦେଶ କଂଗ୍ରେସ ଏବଂ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମିଳିତ ଭାବେ ମାଷ୍ଟରକ୍ୟାଂଟିନ ଛକରେ ବିଶ୍ୱମହିଳା ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ବାହିନୀପତି ଅଧ୍ୟକ୍ଷତା କରିଥିଲେ । ମହିଳା କଂଗ୍ରେସର [...]

ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

  ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ, ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୭ କୋଟି ଟଙ୍କାର ସହାୟତା ଆନନ୍ଦପୁର କଲେଜକୁ ସ୍ଵୟଂ ଶାସିତ କଲେଜର ମାନ୍ୟତା [...]

ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର:ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି। ଏହି କ୍ରମରେ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ [...]

ଭୁବନେଶ୍ବରରେ ଅତ୍ୟାଧୁନିକ ସୁବିଧା ସହିତ ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟସେବା ନିମନ୍ତେ ରାଜାତ କରିବାର

ଭୁବନେଶ୍ବରରେ ଅତ୍ୟାଧୁନିକ ସୁବିଧା ସହିତ ମହିଳା ଏବଂ ଶିଶୁ ସ୍ବାସ୍ଥ୍ୟସେବା ନିମନ୍ତେ ରାଜାତ କରିବାର ଭୁବନେଶ୍ବର, (୯ ମାର୍ଚ, ୨୦୬୫) – ଭୁବନେଶରର ଏକ ପ୍ରମୁଖ ମେଡିକାର ମଧ୍ୟରେ କେବଳ ମହିଳା ଏବଂ ଶିଶୁ ମନ୍ତ୍ରର ତିନିଲା ନିମନ୍ତେ ସହିଦନଗରଠାରେ ରାହାଡ ଜରିଟାଲ୍ ରହିଛି । ଏଠାରେ ବ୍ୟାପକ ମାତୃତ୍ବ, ଗୀରୋଗ ଏବଂ ନବଜାତକ ଶିଶୁ ଚିକିତ୍ସା ସେବା ସହିତ ଜଗତ ଗ୍ରାସ୍ଥ୍ୟସେବା ନିମନ୍ତେ ନୂତନ ମାନଦଣ୍ଡ ସ୍ଥାପନ କରୁଛି [...]

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସର ମଶାଲ ରାଲି

ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସର ମଶାଲ ରାଲି ଭୁବନେଶ୍ବର ତା. ୦୮୮.୦୩ ରିଖ : ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଆଜି ଛାତ୍ରୀ କଂଗ୍ରେସ ପକ୍ଷରୁ ସଭାପତି ଉଦ୍ଦିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନ, ଦୁଷ୍କର୍ମ ଓ ବିଶେଷ କରି ଛାତ୍ରୀମାନଙ୍କୁ ଦୁଷ୍କର୍ମ, ନିର୍ଯ୍ୟାତନା ଓ ହତ୍ୟା ପ୍ରତିବାଦରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍‌ଜି [...]

ସଶକ୍ତିକରଣ ଏବଂ ବୃତ୍ତିଗତ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳନ

ସଶକ୍ତିକରଣ ଏବଂ ବୃତ୍ତିଗତ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳନ କରେ | ଭୁବନେଶ୍ୱର, ୮ ମାର୍ଚ୍ଚ ୨୦୨୫: ଆଇସିଏଆଇ ଭୁବନେଶ୍ୱର ଶାଖାର ପୂର୍ବ ଭାରତ ଆଞ୍ଚଳିକ ପରିଷଦ (EIRC) ର ସହିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ଉତ୍ସବକୁ “ଆସ୍ପାୟାର୍, ଆଡାପ୍ଟ୍, ଆଚିଭ୍ – ପିୟୋନିଅର୍ ପରିବର୍ତ୍ତନ, ସେଟିଂ ଟ୍ରେଣ୍ଡ” ଶୀର୍ଷକରେ ଆୟୋଜିତ ହୋଇଥିଲା [...]

ଝାରପଡା ଜେଲ ମହିଳାମାନଙ୍କ ପାଇଁ ତେଜଜ୍ଞାନ ଫାଉଣ୍ଡେସନ ର କାର୍ଯ୍ୟକ୍ରମ

ଝାରପଡା ଜେଲ ମହିଳାମାନଙ୍କ ପାଇଁ ତେଜଜ୍ଞାନ ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଭୁବନେଶ୍ୱର:ଝାରପଡା ଜେଲରେ ମହିଳା ଦିବସ ଉପଲକ୍ଷେ ତେଜ ଜ୍ଞାନ ଫାଉଣ୍ଡେସନ “ପାଦଟିଏ ନବଜୀବନ ଅଭିମୁଖେ” କାର୍ଯ୍ୟକ୍ରମର ଅନୁଷ୍ଠାନ କରିଅଛି।ଭୁବନେଶ୍ୱର କେନ୍ଦ୍ର ସମନ୍ବୟକ ଶୂଭଲକ୍ଷ୍ମି ସାମଲ ଏବଂ ସଂସ୍ଥାର ସ୍ବୟଂସେବକ ମାନେ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଂପାଦନ କରିଅଛନ୍ତି। ମହିଳାମାନଙ୍କ ବୌଦ୍ଧିକ ବିକାଶ, ମାନସିକ ସ୍ଥିରତା ଓ ପ୍ରୋତ୍ସାହନ ପାଇଁ ତେଜଗୁରୁ ସରଶ୍ରୀ ଙ୍କ ପ୍ରଦର୍ଶିତ ମାର୍ଗ [...]

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର   ସବୁ ଜିଲ୍ଲା, ବ୍ଲକ ଓ ଜିଲ୍ଲା ପରିଷଦ ଜୋନ ରେ ଆୟୋଜିତ ହେବ ସର୍ବୋଦୟ ସଂକଳ୍ପ ଶିବିର   ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ   ସଂଗଠନ ସହିତ ସଂଘର୍ଷ କୁ ଅସ୍ତ୍ର କରି କଂଗ୍ରେସ ଲଢିବ ପଞ୍ଚାୟତ ନିର୍ବାଚନ          ଭୁବନେଶ୍ୱର ତା ୫ / ୩ /୨୫ ରିଖ :-ଓଡ଼ିଶା ପ୍ରଦେଶ କଂଗ୍ରେସ ର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ଏକ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୨୦୨୭ ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣ କୌଶଳ [...]

ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ଆଜି ମହିଳା , ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା ଟ୍ରାନ୍ସଫର କାର୍ୟ୍ୟକ୍ରମରେ ଯୋଗଦେଇ ରାଜ୍ୟର ପ୍ରତି ସୁଭଦ୍ରା ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ [...]