Search for:

ବିଏମ୍ ସି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ବିଏମ୍ ସି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଭୁବନେଶ୍ୱର;ତା 11.03.2025 ରିଖି: ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଜି ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସି କମିଶନର ଶ୍ରୀ ରାଜେଶ [...]

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୃହରେ କଂଗ୍ରେସ ବିଧାୟକ ତାରାବାହିନି ପତିଙ୍କୁ ଆକ୍ରମଣ ଓ ନିଳମ୍ବିନକୁ ଦୃଢ଼ ବିରୋଧ ଭୁବନେଶ୍ଵର, ତା. ୧୨.୦୩ ରିଖ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ଗୁରୁତ୍ଵପୂର୍ଣ ବୈଠକ କଂଗ୍ରେସ ଭବନରେ [...]

ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା ୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ

ରାଜଧାନୀରୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ବରର ସାଂସଦଙ୍କ ଉଦ୍ୟମ ପଳାଶୁଣିରେ ଗଙ୍ଗୁଆ ନାଳ ଉପରେ ହେବ ୬ ଲେନ୍ ରାସ୍ତା ୫୦ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ଗଡକରୀ ଭୁବନେଶ୍ୱର:ଦୂର ଦେବାକୁ ଯାଉଛି ଭୁବନେଶ୍ବର ପଳାଶୁଣିରେ ଦୀର୍ଘ ବର୍ଷର ଟ୍ରାଫିକ୍ ସମସ୍ୟା । ଗଙ୍ଗୁଆ ନାଳ ଉପରେ ୬ ଲେନ୍ ବିଶିଷ୍ଟ ରାସ୍ତା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି [...]

ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କଲେ ସାଂସଦ ଅପରାଜିତା

ଉଦଘାଟନ ହେଲା ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ – ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କଲେ ସାଂସଦ ଅପରାଜିତା – ଟଙ୍କପାଣି ସାଇ ମନ୍ଦିର ପାଖରେ ହେବ ଓଭରବ୍ରିଜ୍ – ନଖରା ସମ ହସ୍ପିଟାଲ ପାଖରେ ଆଉ ଏକ ଫୁଟ୍ ଓଭରବ୍ରିଜ୍ ବହୁ ପ୍ରତୀକ୍ଷିତ ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ ଆଜି ଉଦଘାଟନ ହୋଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦ୍Ùଘାଟନ କରିଛନ୍ତି। ଲୋକଙ୍କ ଉଦ୍ଦେଶ୍ୟରେ ସେ ଏହାକୁ ଉତ୍ସର୍ଗୀକୃତ କରିଛନ୍ତି। ଫଳରେ ପଳାଶୁଣୀ [...]

ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ସାମ୍ବାଦିକମାନଙ୍କ ଧାରଣା

ଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ସାମ୍ବାଦିକମାନଙ୍କ ଧାରଣା. ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି. ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ… ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ। ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ନ୍ୟାୟ ପାଇଁ [...]

ଏକାମ୍ର ଅଧୀଶ୍ଵର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା

ଏକାମ୍ର ଅଧୀଶ୍ଵର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଦୋଳ ଯାତ୍ରା ଭୁବନେଶ୍ୱର:ଫଗୁ ଦଶମୀରୁ ଆରମ୍ଭ ହୋଇ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଷଡ଼ଦିନ ବ୍ୟାପୀ ପାଳିତ ହୋଇଥାଏ ଏହି ରଙ୍ଗ ଉତ୍ସବ। ପ୍ରଥମ ଦିନ ଫଗୁ ଦଶମୀରେ, ଶ୍ରୀ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ପାର୍ବତୀ, ମା ଦୁର୍ଗା ଓ ଶ୍ରୀ ବାସୁଦେବଙ୍କୁ ମନ୍ଦିର ମଧ୍ୟରେ ସିଂହସରେ ବସାଇ ପୂଜା ଓ ଆଳତୀ ସହ ଫଗୁଲାଗି କରାଯାଏ। ଯାହା ଭିତର [...]

ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଂପୂର୍ଣ ବିଫଳ ହୋଇଛି: କଂଗ୍ରେସ

ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସଂପୂର୍ଣ ବିଫଳ ହୋଇଛି: କଂଗ୍ରେସ *ରାଜ୍ୟ ଆଜି ଏକ ଅପରାଧ ପ୍ରବଣ ରାଜ୍ୟରୂପେ ପରିଗଣିତ ସାରା ଦେଶରେ ହେଉଛ : କଂଗ୍ରେସ* ଭୁବନେଶ୍ଵର, ତା. ୧୦/୦୩ ରିଖ : ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି [...]

ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଉଇ ଫର ଭୁବନେଶ୍ୱର କୁ ବେଷ୍ଟ ଆୱାର୍ଡ।

ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଭୁବନେଶ୍ୱର, ୧0/୩ : ସାମାଜିକ ସଂଗଠନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଜୟଦେଵ ଭବନରେ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ବାପୁଓଝାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସମାଜର ଅସହାୟ କର୍କଟ ପିଡୀତଙ୍କ ଉଦ୍ଦେଶ୍ୟରେ ସମାଜମଙ୍ଗଳ ହୁଣ୍ଡି ଅତିଥିମାନଙ୍କ ହସ୍ତରେ ଭଙ୍ଗାଯାଇ ହୁଣ୍ଡିରୁ ଆଦାୟ ମୋଟ ୩0,୫00 ଟଙ୍କା ଅର୍ଥରାଶି କେନ୍ଦ୍ରାପଡା ଜିଲ୍ଲାର ପାଲା ଗାୟକ ପ୍ରଶାନ୍ତ [...]

ହଷ୍ଟେଲ ରୋଷେୟା ସେବାୟତ ଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀ ରେ ବିଶାଳ ଗଣ ବିକ୍ଷୋଭ

ହଷ୍ଟେଲ ରୋଷେୟା ସେବାୟତ ଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀ ରେ ବିଶାଳ ଗଣ ବିକ୍ଷୋଭ ଭୁବନେଶ୍ୱର:ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର 1700 ରୁ ଅଧିକ ଆଶ୍ରମ ସ୍କୁଲ ର ହଷ୍ଟେଲ ମାନଙ୍କରେ ରୋଷେୟା ସେବାୟତ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ମାସକୁ 26000/- ବେତନ ଦାବିରେ ସଂଘ ତରଫରୁ ଲୋୟାର ପି ଏମ ଜି ଛକରେ ହଜାର ହଜାର [...]

ଘରେ ନ ପଶୁଣୁ ବାଜିଲା ଚାଳ।

ଭୁବନେଶ୍ୱର:ଘରେ ନ ପଶୁଣୁ ବାଜିଲା ଚାଳ। ବିଦ୍ୟାଳୟରେ ସରକାରଙ୍କ ଶିଶୁ ବାଟୀକା ଆରମ୍ଭ ପ୍ରସ୍ତୁତି ପୂର୍ବରୁ ବଡ଼ ଝଟକା। ଶିଶୁ ବାଟିକାରେ ପିଲାଙ୍କୁ ପଢ଼ାଇ ପାରିବୁ ନାହିଁ ବୋଲି ଖୋଲାଖୋଲି ସରକାରଙ୍କୁ ଶୁଣାଇଦେଲା ପ୍ରାଥମିକ ଶିକ୍ଷକ ସଂଘ। ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି ତେଣୁ ବାଲ ବାଟୀକା ବା ଶିଶୁ ବାଟୀକାରେ ପିଲାଙ୍କ ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ କଲେ ପ୍ରାଥମିକ ଶିକ୍ଷକ। ଏହି ଦାୟିତ୍ୱ [...]