Search for:
  • Home/
  • ରାଜ୍ୟ/
  • ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ଅଲାରୀ ଙ୍କୁ ଏନକାଉଣ୍ଟର

ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ଅଲାରୀ ଙ୍କୁ ଏନକାଉଣ୍ଟର

Spread the love

Loading

ଭୁବନେଶ୍ୱର:ଆପାର୍ଟମେଣ୍ଟ ଲୁଟେରାଙ୍କୁ ଏନ କାଉଁଣ୍ଟର. ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ଅଲାରୀ ଙ୍କୁ ଏନକାଉଣ୍ଟର. ଅର୍ଜୁନ କୁ ଭୁବନେଶ୍ୱର ରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ. ଲୁଟ ପାଇଁ ଭୁବନେଶ୍ୱର ଆସିଥିବା ବେଳେ ପୋଲିସ ଗୁଳି ରେ ଘାଇଲା ହୋଇଛି ଅର୍ଜୁନ. ବାମ ଗୋଡ଼ ରେ ବାଜିଛି ଗୁଳି. ପୁରୀ କେନାଲ ରୋଡ଼ ରେ ପୋଲିସ କୁ ଦେଖି ଗୁଳି ଚଳାଇ ଥିଲା ଅର୍ଜୁନ. ପାଲଟା ଗୁଳି ଚଲାଇଥିଲା ପୋଲିସ. ଗ୍ରୁପ ରେ 6 ଜଣ ଥିବା ବେଳେ ପୋଲିସ ଗୁଳି ରେ ଜଣେ ଘାଇଲା ହୋଇଛି. ଅନ୍ୟ 5 ଜଣ ପୋଲିସ କୁ ଚକମା ଦେଇ ଫେରାର ହୋଇଯାଇଛନ୍ତି. ଅର୍ଜୁନ କୁ ପ୍ରଥମେ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ପଠା ଯାଇଛି….

Leave A Comment

All fields marked with an asterisk (*) are required