Search for:
  • Home/
  • ରାଜ୍ୟ/
  • ଅସୁରକ୍ଷିତ ରାଜଧାନୀ ପିସିଆର ଗଲା କୁଆଡେ ନାଇଟ ଡ୍ରେସ ପିନ୍ଧି ପୋଲିସ ଡିଉଟି କରୁଛି। ।

ଅସୁରକ୍ଷିତ ରାଜଧାନୀ ପିସିଆର ଗଲା କୁଆଡେ ନାଇଟ ଡ୍ରେସ ପିନ୍ଧି ପୋଲିସ ଡିଉଟି କରୁଛି। ।

Spread the love

Loading

ମହିଳାମାନଙ୍କୁ ତାଲା ପକାଇ ରଖୁବା ଓ ପିଲାଛୁଆଙ୍କୁ ଭୋକ ଉପାସରେ ରଖୁବା ବିରୋଧରେ ମାନବାଧୁକାର କମିଶନଙ୍କ ନିକଟରେ ଅଭିଯୋଗ କଲା ଆମ ଅଧୂକାର

ଭୁବନେଶ୍ଵର, ୨୦.୯ : ଗତ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗାଜକଣ ଗ୍ରାମ ଗସ୍ତ କରିଥିଲେ । ସେହିଦିନ ପୋଲିସ୍ ପକ୍ଷରୁ ଗ୍ରାମର ବହୁ ମହିଳାଙ୍କୁ ଘର ଆଗରେ ତାଲା ପକାଇ ଓ କବାଟ ବନ୍ଦ ରଖ୍ ଅଟକ ରଖାଯାଇଥିଲା । ସେହିପରି ଘରେ କାଠଚୁଲି କିମ୍ବା ଗ୍ୟାସ୍ ଚୁଲା ମଧ୍ଯ ନ ଜଳାଇବାକୁ ପୋଲିସ୍ କଡ଼ା ଚେତାବନୀ ଦେବାରୁ ଛୋଟ ଛୋଟ ଛୁଆମାନେ ଘଣ୍ଟା ଘଣ୍ଟା ଧରି ଭୋକ ଉପାସରେ ପଡ଼ି ରହିଲେ । ଏହା ମାନବାଧ୍ୟକାରର ଉଲଗ୍ନ ଭଲଙ୍ଘନ ହୋଇଥିବାରୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ, ଭୁବନେଶ୍ଵର ପୋଲିସ୍ କମିଶନର, ଡିସିପି ଭୁବନେଶ୍ଵର, ମଞ୍ଚେଶ୍ଵର ଥାନା ଅଧିକାରୀ ଏବଂ ସର୍ବୋପରି ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରି ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରଭାବିତ ପରିବାରବର୍ଗଙ୍କୁ କ୍ଷତିପୂରଣ ଦିଆଯିବାକୁ ଦାବିରେ ଶୁକ୍ରବାର ଆମ ଅଧିକାର ପକ୍ଷରୁ ମହାସଚିବ ଗଣେଶ ଦାଶ ଏବଂ ରାଜ୍ୟ ଆବାହକ ଅମିୟ ପାଣ୍ଡବ ରାଜ୍ୟ ମାନବାଧୂକାର କମିଶନଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦାଖଲ କରିଛନ୍ତି

Leave A Comment

All fields marked with an asterisk (*) are required