Search for:
  • Home/
  • ରାଜ୍ୟ/
  • କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି

କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି

Spread the love

Loading

ଭୁବନେଶ୍ବର: ବଢ଼ିଲା କର୍ପୋରେଟରଙ୍କ ମିଟିଙ୍ଗ ଭତ୍ତା । ବିଏମ୍‌ସି କର୍ପୋରେଟରଙ୍କ ମିଟିଂ ଭତ୍ତା ବୃଦ୍ଧି ହୋଇଛି । କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତି କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ । କର୍ପୋରେସନ ମିଟିଂ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ଟଙ୍କା ହୋଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା । ଏନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି ହୋଇଛି । ଏ ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସମସ୍ତ ଭତ୍ତା ବିଏମସି ପ୍ରଦାନ କରିବ

Leave A Comment

All fields marked with an asterisk (*) are required