Search for:
  • Home/
  • ରାଜ୍ୟ/
  • ଭକ୍ତକବି ମଧୁସୁଦନ ରାଓଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭକ୍ତକବି ମଧୁସୁଦନ ରାଓଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି ଅର୍ପଣ

Spread the love

Loading

ଭକ୍ତକବି ମଧୁସୁଦନ ରାଓଙ୍କୁ ସଂସ୍କୃତି ବିଭାଗର ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ଵର ତା ୧୯.୦୧.୨୦୨୪- ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପୂଜ୍ୟପୁଜା ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭକ୍ତକବି ମଧୁସୁଦନ ରାଓଙ୍କ ୧୭୧ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ଵରସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ସନ୍ନିକଟ ପ୍ରତିମୁର୍ତ୍ତିସ୍ଥଳୀରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରବିର ମହାନ୍ତି, ଡ଼ଃ ମିହିର ପଟନାୟକ, ସଞ୍ଜୟ ପରିଡା, ଗିରିଜାଶଙ୍କର ମହାପାତ୍ର, ବିଜୟ ସାହୁ, ହରପ୍ରିୟା ପଟଯୋଶୀ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପ ନିର୍ଦେଶକ ଦେବାନନ୍ଦ ବରିହା ଧନ୍ୟଵାଦ ଅର୍ପଣ କରିଥିଲେ

Leave A Comment

All fields marked with an asterisk (*) are required