Search for:
  • Home/
  • ରାଜ୍ୟ/
  • ଅଭିଯୁକ୍ତ ମହିଳା କେୟାରଟେକର ସୁଙ୍କି ରଣାକୁ ଗିରଫ କଲା ପୋଲିସ

ଅଭିଯୁକ୍ତ ମହିଳା କେୟାରଟେକର ସୁଙ୍କି ରଣାକୁ ଗିରଫ କଲା ପୋଲିସ

Spread the love

Loading

– ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା
– ଅଭିଯୁକ୍ତ ମହିଳା କେୟାରଟେକର ସୁଙ୍କି ରଣାକୁ ଗିରଫ କଲା ପୋଲିସ
– ଘଟଣା ସଂପର୍କରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା

– ୧୨ ବର୍ଷ ସଜା କାଟିବା ପରେ ଏକ ଆଶ୍ରମରେ ରହିଥିଲା ସୁଙ୍କି
– ଆଶ୍ରମକୁ ବିଶ୍ୱଜିତର ମା’ ଯାଆନ୍ତି, ସେଠି ବିଶ୍ୱଜିତ ସହ ସାକ୍ଷାତ ହୋଇଥିଲା
– ପରେ ବିଶ୍ୱଜିତର କେୟାର ଟେକର ଭାବେ କାମ କରୁଥିଲା ସୁଙ୍କି
– ଘଟଣା ଦିନ ଆଶ୍ରମକୁ ଯିବାକୁ ଜିଦ୍‌ କରି ବିଶ୍ୱଜିତ ସହ ପାଟିତୁଣ୍ଡ କରିଥିଲା

– ହଠାତ୍‌ ରାଗିଯାଇ ସୁଙ୍କି ବିଶ୍ୱଜିତଙ୍କୁ ପିଟି ମାରିଥିବା କହିଲେ ଡିସିପି
– ସୁଙ୍କିର ଘର ଝାରସୁଗୁଡ଼ା, ପୂର୍ବରୁ ଏକ ହତ୍ୟା ମାମଲାରେ ସଜା କାଟିଛି
– ୨୦୦୫ରେ ନିଜ ଯା’କୁ ହତ୍ୟା କରି ୧୨ ବର୍ଷ ଜେଲ୍ ଯାଇଥିଲା ସୁଙ୍କି
– ସ୍ୱାମୀ ସହ ପରକୀୟା ସଂପର୍କ ନେଇ ଯା’କୁ ମାରି ଦେଇଥିଲା ସୁଙ୍କି

Leave A Comment

All fields marked with an asterisk (*) are required