Search for:
  • Home/
  • ରାଜ୍ୟ/
  • ଜେଲଗଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ |

ଜେଲଗଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ |

Spread the love

Loading

ମହିଳା ଏସାଇଙ୍କୁ ଦୁର୍ବ୍ୟବହାର ପଡିଲା ମହାଙ୍ଗା |
ଜେଲଗଲେ ଭୁବନେଶ୍ୱର ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ |
ଭୁବନେଶ୍ୱର : ଭୁବନେଶ୍ୱର ରାଜନୀତି ରେ ୨୯ ୱାର୍ଡ ସବୁବେଳେ ଗୁରୁତ୍ୱ ପୂର୍ଣ୍ଣ ରହିଥାଏ | ମାତ୍ର ୧୧. ୧.୨୦୨୪ ରେ ରାତି ପାଖାପାଖି ୨ ଟା ସମୟରେ ପାଣ୍ଡରା ଛକ ରେ ଏନଏଚ ଆଇ ର କାମ ଚାଲିଥିବାବେଳେ ୨୯ ନମ୍ବର ୱାର୍ଡ ର କର୍ପୋରେଟର ଜୀବନ ରାଉତ ସେଠାକୁ ଯାଇ କାମ ବନ୍ଦ କରିବାକୁ କହିଥିଲେ ଏଥିରେ ସେଠାକାର କାମକରୁଥିବା ଠିକାଦାର ପିସୀଆର କୁ କଲ କରିଥିଲେ | ପୋଲିସ ପହଁଚିବା ମାତ୍ରେ ଜୀବନ ନିଶାସକ୍ତ ଅବସ୍ଥାରେ ମହିଳା ଏ ଏସାଇ ଙ୍କୁ ଦୁର୍ବ୍ୟବହାର ସହିତ ପେଲାଠେଲା କରିଥିଲା ପରେ ପୋଲିସ ତାକୁ କାବୁ କରି ଥାନାକୁ ଆଣି ମଞ୍ଚେଶ୍ୱର ଥାନାରେ ଅଟକ ରଖିଥିଲା | ପରେ ଜାଣିବାକୁ ପାଇଥିଲା ପୋଲିସ କି ଜୀବନ ନାଁରେ ଆଗରୁ ସହିଦନଗର ଥାନାରେ ୧୦ ରୁ ଉର୍ଦ୍ଧ ମାମଲା ରହିଛି ଦିନସାରା ମଞ୍ଚେଶ୍ୱର ଥାନାରେ ବିଜେପି ପକ୍ଷ୍ୟରୁ ହାଇଡ୍ରାମା ହୋଇଥିଲା | ପରେ ମଞ୍ଚେଶ୍ୱର ପୋଲିସ ତାକୁ କୋଟ ଚାଲାଣ କରିଥିଲା କୋଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡା ଜେଲକୁ ପଠେଇଦେଇଛନ୍ତି |

Leave A Comment

All fields marked with an asterisk (*) are required