Search for:
  • Home/
  • ରାଜ୍ୟ/
  • ସାଂସଦ ଅପରାଜିତା ଷଡ଼ଙ୍ଗୀ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ।

ସାଂସଦ ଅପରାଜିତା ଷଡ଼ଙ୍ଗୀ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ।

Spread the love

Loading

ଭୁବନେଶ୍ୱର ପଦ୍ମକେଶରୀପୁରରେ ଶାନ୍ତି ଫେରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ସ୍ଥିତି ପରଖିଥିବା ଦର୍ଶାଇଲେ, ଗାଁର ୧୫୦ ଲୋକଙ୍କୁ ଗିରଫ କରି ୩ ମାସ ହେଲା ଜେଲ୍‌ ପଠାଯାଇଛି, ଗାଁରେ ଅଳ୍ପ କିଛି ମହିଳା ଓ ଶିଶୁ ଅଛନ୍ତି, ଭୟର ବାତାବରଣ ରହିଛି।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required