ଭୁବନେଶ୍ୱର କୁ ସରସ ସୁନ୍ଦର କରିବାପାଇଁ ସରକାର ବିଡିଏ ବିଏମସି କୁ କୋଟିକୋଟି ଟଙ୍କା ମଂଜୁର
ଭୁବନେଶ୍ୱର:ଭୁବନେଶ୍ୱର କୁ ସରସ ସୁନ୍ଦର କରିବାପାଇଁ ସରକାର ବିଡିଏ ବିଏମସି କୁ କୋଟିକୋଟି ଟଙ୍କା ମଂଜୁର କରୁଛନ୍ତି | ମାତ୍ର ସିଆରପି ଛକରେ କାମହେଉଥିବା ମୋ ବସ ଯାତ୍ରୀ ବିଶ୍ରାମ ଜାଗା ପାଖରୁ ସିଆରପି ଛକ ରେ ଲାଗୁଛି ପୁରୁଣା ଇଟା | ଜନସାଧାରଣ ରେ ଚର୍ଚ୍ଚା କି ସରକାର ଉନ୍ନତି କରିବା ପାଇଁ ଭୁବନେଶ୍ୱର ଭଳି ଜାଗାରେ ନୂତନ ସବୁ ପଦାର୍ଥ
ଲାଗିବାପାଇଁ ଅନୁମତି ଥିବାବେଳେ ପ୍ରଶ୍ନ ଉଙ୍କିମାରିବା ଅ୍ୱାଭାବିକ କି ଏପରି ଏସ୍ଟିମେଣ୍ଟ ଉପରେ ଡିବିଜନ ର ଯେଇ କେମିତି ସ୍ୱୀକୃତି ଦେଲେ ତାହା ଚିନ୍ତାର ବିଷୟ ସାଜିଛି | କାରଣ ଭୁବନେଶ୍ୱର ର ରାସ୍ତା ପାର୍ଶ୍ଵ କେମିତି ସ୍ୱନ୍ଦର୍ଯ୍ୟ ମୟ ହେବ ତାହା ସରକାର ଚିନ୍ତା କରୁଛନ୍ତି ମାତ୍ର ଯେଇ ଙ୍କୁ ଦେଖାଗଲାନି କେମିତି ରାଜରାସ୍ତା କଡରେ କେମିତି ପୁରୁଣା ବାଜ୍ୟ ବସ୍ତୁରେ ତିଆରି କରିବା କେତେଦୂର ଠିକ ତାହା ଜନସାଧାରଣ ରେ ପ୍ରଶ୍ନ ଉଙ୍କି ମାରିଛି | ସାଧାରଣରେ ଚର୍ଚ୍ଚା ଯେଇ ମଧ୍ୟ ଏଥିରେ ସାମିଲ ଥିବାନେଇ ଚର୍ଚ୍ଚା !