Search for:
  • Home/
  • ରାଜ୍ୟ/
  • ୭୭ ତମ ସ୍ୱାଧିନତା ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ରାଜଧାନୀରେ ବିଭିନ୍ନ କାର୍ଯ୍ୟାଳୟ

୭୭ ତମ ସ୍ୱାଧିନତା ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ରାଜଧାନୀରେ ବିଭିନ୍ନ କାର୍ଯ୍ୟାଳୟ

Spread the love

Loading

୭୭ ତମ ସ୍ୱାଧିନତା ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ରାଜଧାନୀରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ରାଜଧାନୀ ରାଜରାସ୍ତା

ଭୁବନେଶ୍ବର : ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ। ସ୍ବାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ କାଲିର ସକାଳକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ସ୍ବାଧୀନତା ଦିବସ ପାଇଁ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ରଙ୍ଗିନ ଆଲୋକମାଳାରେ ତ୍ରିରଙ୍ଗାମୟ କରାଯାଇଛିି।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required