ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ।
ଭୁବନେଶ୍ୱର:ନୂଆପଲ୍ଲୀ ୱାର୍ଡ ନଂ ୩୭ ଜନସାଧାରଣ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ ହୋଇଥିଲେ , ଖବର ପାଇ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ସେ ସ୍ଥାନକୁ ଯାଇ ମ୍ୟାଡାମଙ୍କୁ ଦେଖା କରିବାକୁ ଯାଇଥିଲେ ଓ ସେଠାରେ ସେ ଦେଖା କରିବାକୁ ମନା କରିବାରୁ ୱାର୍ଡ ମୋର ଏଠାରେ କୌଣସି ରାଜନୀତି ଚଳିବନାହିଁ