ବିଜୁ ମହିଳା ଜନତା ଦଳ ର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଉଦବୋଧନ
ବିଜୁ ମହିଳା ଜନତା ଦଳ ର state executive committee meeting ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଉଦବୋଧନ
ଜୟ ଜଗନ୍ନାଥ
ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର।
ଭୁବନେଶ୍ୱର:ବିଜୁ ମହିଳା ଜନତା ଦଳର state executive Committee Meeting କୁ ମୁଁ ଆପଣ ମାନଙ୍କୁ ସ୍ଵାଗତ କରୁଛି।Women empowerment is something that is very close to my heart. ମୁଁ ସବୁବେଳେ କହି ଆସିଛି ଏବଂ ଏହା ମୋର ଦୃଢ ବିଶ୍ବାସ ଯେ ମା ମାନଙ୍କ empowerment ବିନା କୌଣସି ସମାଜ ,କୌଣସି ରାଜ୍ୟ ବା ଦେଶ କେବେ ଆଗକୁ ଯାଇ ପାରିବ ନାହିଁ. Women empowerment ଆମ ପାଇଁ ଏକ ସ୍ଲୋଗାନ ନୂହେଁ .ଏହା ଆମ ପ୍ରଗତି ର ମନ୍ତ୍ର .ଖୁସିର କଥା, ଆଜି ଆମ ଓଡ଼ିଶାର ମା ମାନେ empowered ହେଇଛନ୍ତି। ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା visible ହୋଇଛି। ସେମାନେ ଏବେ ଓଡ଼ିଶାର ବିକାଶରେ equal partner, ଭାଗୀଦାର ।ମା ମାନେ ଏବେ ଗାଁ ଗାଁ ରେ leadership ନେଇଛନ୍ତି।
ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି।ମିଶନ ଶକ୍ତି ଆଜି ମା ମାନଙ୍କର power centre ହୋଇ ପାରିଛି. Paddy procurement ହେଉ ବା, ସହରରେ ଆହାର ସେଣ୍ଟର management ବା electricity ମିଟର reading ବା ଜଳ ସାଥୀ ବା 5T ରେ ରୂପାନ୍ତର ହୋଇଥିବା ସ୍କୁଲ ଗୁଡିକ ର watch and ward ,ସବୁ ଦାୟିତ୍ଵ ମା ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି। ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି, ସହରର water body ର renovation କରୁଛନ୍ତି। Mission Shakti cafe ଏବେ ସାରା ରାଜ୍ୟରେ nutrition ର ବାର୍ତ୍ତା ଦେଉଛି. ସବୁ ଭଲ କାମ ରେ ମା ମାନେ ଆଗରେ।ମା ମାନଙ୍କୁ ଗତ ବର୍ଷ 11 ହଜାର କୋଟି ଟଙ୍କାର loan ଦିଆ ଯାଇଛି। 250 କୋଟି ରୁ ଅଧିକ ଟଙ୍କା ର intrest refund କରାଯାଇଛି. ଏବେ ମା ମାନଙ୍କ communication ସୁବିଧା ପାଇଁ ଆମେ scooter ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମା ମାନଙ୍କ mobility ବିକାଶରେ ଆହୁରି ଶକ୍ତି ଆଣିବ।ମିଶନ ଶକ୍ତି କୁ ଏବେ ଆମେ next level କୁ ନେବା ପାଇଁ କାମ ଆରଂଭ କରିଛୁ। ମା ମାନଙ୍କୁ entrepreneur କରିବା ପାଇଁ କାମ ଆରଂଭ କରିଛୁ।
The most important thing is women’s rights. While women are empowered at the grassroots level, they are less visible at the state, and national level. We must raise our voice for one third reservation in parliament and assembly constituencies.Biju Janata Dal will continue to fight for women’s rights from villages to parliament.You are all aware of our good work. Take the message of development, of empowerment to people, to every household in every village, and every town.The story of Biju Janata Dal is the story of Transformation of Odisha.Be with people, serve the people and be an agent of transformation of our great state.
BONDEY UTKAL JANANI