ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ ।
ରୋଜଗାରର ଅନ୍ୟନାମ Swomen Agarbati ନୂଆ ମେସିନ୍ ଲଞ୍ଚ କଲା କମ୍ପାନୀ ପୂର୍ବଠାରୁ ଦୁଇ ଗୁଣ ଅଧିକ ପ୍ରଡକସନ୍ ରୋଜଗାର ହେବ ଦୁଇଗୁଣ ଦେଶରେ ପ୍ରଥମ କମ୍ପାନୀ ଭାବେ ପରିଚିତ
ଭୁବନେଶ୍ବର (06/02/2025) : ଓଡ଼ିଆରେ ପୁଣି ନୂଆ ଇତିହାସ୍ ସୃଷ୍ଠି କଲା Swomen Agarbati। ପୁରା ଭାରତ ବର୍ଷରେ ରୋଜଗାର ଦିଗରେ ଏହା ଏକ ବେଶ୍ ଭଲ ପଦକ୍ଷେପ। ପ୍ରଥମ ଥର ପାଇଁ ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ । ଯାହାକି ପୂର୍ବ ମେସିନ୍ ଅପେକ୍ଷା ଦୁଇଗୁଣ ଅଧିକ ପ୍ରଡକସନ୍ ପ୍ରସ୍ଥୁତ କରିବ। ଯାହା ରୋଜଗାର ଦିଗରେ ଏକ ଭଲ ଫଳପ୍ରଦ ହେବ। ଏହା ଭାରତରେ ପ୍ରଥମ ଥର ବଜାର୍ ପ୍ରବେଶ କରିଛି। ଏହି ମେସିନ୍ ପୁରା ଭାରତ ବର୍ଷରେ କେବଳ Swomen Agarbati ପାଖରେ ହିଁ ଆପଣ ପାଇ ପାରିବେ।
ରାଜ୍ୟ ତଥା ଦେଶରେ ରୋଜଗାର ଏବେ ସବୁଠାରୁ ବଡ ସମସ୍ୟା ହେଇ ଉଭା ହୋଇଛି। ଯୁବକ ହୁଅନ୍ତୁ ଅବା ଯୁବତୀ, ବିବାହିତ ହୁଅନ୍ତୁ ଅବା ଅବିବାହିତ। ରୋଜଗାର ଏବେ ସଭିଙ୍କ ଯିବନରେ କଣ୍ଟା ସାଜିଛି। ଏହି ଅସୁବିଧାକୁ ଦୂର କରିବା ପାଇଁ ଦିର୍ଘ 19 ବର୍ଷ ଧରି ପ୍ରଚେଷ୍ଟା କରି ଆସିଛି Swomen Agarbati। ସବୁ ସମୟରେ ଲୋକଙ୍କ ସହ, ଲୋକଙ୍କ ପାଖରେ ରହି ରୋଜଗାର ଯୋଗାଇବା ସହ ନିଜ ପରିବାର ବଢାଇ ଚାଲିଛି। ଅନେକ ସମୟରେ ଆମେ ଜାଣନ୍ତି ରୋଜଗାର ଦିଗରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାଏ କମ୍ପାନୀ। ଏବେମଧ୍ୟ ରୋଜଗାର ବଢାଇବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି କମ୍ପାନୀ। ପୂର୍ବରୁ ମିଳୁଥିବା ମେସିନ୍ ଘଣ୍ଟାରେ ଯେତିକି ପ୍ରଡ଼କ୍ସନ୍ସ ପ୍ରସ୍ଥୁତ କରିଥିଲା ନୂଆ ମେସିନ୍ ତାର ଦୁଇଗୁଣ ରୁ ଅଧିକ ପ୍ରଡକସନ୍ ବାହାର୍ କରିବ। ଏଥିରେ ରୋଜଗାର ନିଶ୍ଚିତ ଭାବେ ବଢିବାରେ ଲାଗିବ। ନଭେମ୍ବର୍ ମାସରୁ କମ୍ପାନୀ କିଲୋ ପିଛା 7 ଟଙ୍କା ବଢ଼ାଇଥିବା ବେଳେ ଅଧିକ ପ୍ରଡକସନ୍ ମେସିନ୍ ଗ୍ରାହକ ତଥା ନୂଆ ବ୍ୟବସାୟ ମନରେ ମନ ପସନ୍ଦର ରୋଜଗାର ଭରିଦେବ ବୋଲି କମ୍ପାନୀ ଦାବି କରିଛି।
ଡବଲ ପିସ୍ତନ ମେସିନ୍ Made in Vietnam ପ୍ରସ୍ଥୁତ ହେଉଛି। ଯାହା କମ୍ ଇଲେକ୍ଟ୍ରିକ୍ କଞ୍ଜୁମ କରିବ ମାତ୍ର ଅଧିକ ରୋଜଗାର ଦେବ। ଏହା ସାରା ଭାରତରେ ବିରଳ ହୋଇଥିବା ବେଳେ ଗ୍ରାହକ ମଧ୍ୟ ଏହାକୁ ବେଶ୍ ଗ୍ରହଣ କରୁଛନ୍ତି।
ଦୀର୍ଘ 19 ବର୍ଷ ଧରି କମ୍ପାନୀ ଲୋକଙ୍କ ସୁଖରେ ଦୁଃଖରେ ରହି ନୂଆ ନୂଆ technology କୁ ଆପଣେଇ ଅଗ୍ରଣୀ କମ୍ପାନୀ ଭାବେ ଉଭା ହୋଇ ପାରିଛି। ଏପରିକି ସାଧାରଣ ଲୋକ ହିଁ କମ୍ପାନୀର ମେରୁଦଣ୍ଡ ବୋଲି ବାରମ୍ବାର କମ୍ପାନୀ କତୃପକ୍ଷ କୁହନ୍ତି। ଗ୍ରାହକ ଙ୍କ ଉନ୍ନତି ହିଁ କମ୍ପାନୀ ପ୍ରଗତିର ମାଇଲ ଖୁଣ୍ଟ। ଗ୍ରାହକ ଆଗକୁ ବଢ଼ିଲେ କମ୍ପାନୀ ସମାନ୍ତରାଳ ଭାବେ ବଢିବ ବୋଲି ମଧ୍ୟ କମ୍ପାନୀ କତୃପକ୍ଷ କହିଛନ୍ତି। ତେବେ ଏପରି ନୂଆ ନୂଆ ପ୍ରୟାସ ସର୍ବଦା ଲୋକଙ୍କ ମନ କିଣି ପାରିଛି। ଯେଉଁ ବ୍ୟକ୍ତି ଆମ ସହ ଯୋଡ଼ି ହୋଇ ନୂଆ ରୂପରେ ବ୍ୟବସାୟ କରିବାକୁ ଚାହାନ୍ତି ଆଜି ହିଁ ଯୋଗଯୋଗ୍ କରି ପାରିବେ। ନିଜ ବେରୋଜଗାରକୁ ହଟାଇ ପାରିବେ ବୋଲି କତୃପକ୍ଷ କହିଛନ୍ତି।