Search for:
  • Home/
  • Bda/
  • ପତିତପାବନ ଉପାସନା ଶୀର୍ଷକ ଆଲୋଚନାଚକ୍ର,

ପତିତପାବନ ଉପାସନା ଶୀର୍ଷକ ଆଲୋଚନାଚକ୍ର,

Spread the love

Loading

ପତିତପାବନ ଉପାସନା ଶୀର୍ଷକ ଆଲୋଚନାଚକ୍ର,

ଭୁବନେଶ୍ୱର:ତା ୧୧,୧,୨୫ ପୂଜ୍ୟ ପୂଜା, ଓଡ଼ିଶା ଓ ଆଧ୍ୟାତ୍ମିକପତ୍ରିକା ମୁକ୍ତିଦର୍ଶନ ପକ୍ଷରୁ ବିରଜା ପ୍ରସାଦ ଶତପଥୀଙ୍କ ସଦ୍ଭାପତିତ୍ଵରେ ଲେଖକ ସମବାୟ ସମିତି ପରିସରରେପତିତପାବନ ଉପାସନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ବକ୍ତା ଓ ଆଲୋଚକଦ୍ଭାବେ ପ୍ରଫେସରପ୍ରଫୁଲ୍ଲ କୁମାର ରଥଯୋଗଦାନ କରି ବିଭିନ୍ନ ଉଦାହରଣ ଦେଇ କହିଲେଯେ ଶ୍ରୀଜଗନ୍ନାଥଙ୍କ ପୂଜନ ପରଂପରାରେ ମହାପ୍ରଭୁ ଯେତେବେଳେ ଏକାକୀ ପୂଜା ପାଆନ୍ତିସେତେବେଳେ ଦଧିବାମନା ପରିପତିତପାବନ ନାମରେ ସମ୍ବୋଧିତ ହୋଇଥାଆନ୍ତି, କିନ୍ତୁ ଏହାପୂଜା ମନ୍ତ୍ର ଓ ପୂଜାଧାର।କୁପ୍ରଭାବିତ କରିନଥାଏ, ଜଗନ୍ନାଥଙ୍କର ନିଜର ମୂଳମନ୍ତ୍ର ନ ଥିବାରୁ ସେ ବାସୁଦେବଙ୍କ ମନ୍ତ୍ରରେ ପୂଜା ପାଆନ୍ତି, ଦଧିବାମନ ପରି କୌଣସି ମନ୍ଦିରରେ ଏକୁଟିଆ ପୂଜା ପାଉଥିବା ଜଗନ୍ନାଥଙ୍କୁ ପତିତପାବନକୁହାଯାଏ,ଏହା ବହୁ ପ୍ରାଚୀନ ତେଣୁ ଜଗନ୍ନାଥଯିଏ ସେ ହିଁ ହେଉଛନ୍ତି ପ ତିତପାବନ ଏଥିରେ ଦ୍ୱିମତ ହେବାର ନାହିଁ, ପ୍ରାରମ୍ଭରେ ସଂପାଦକ ର ମାକାନ୍ତ ମିଶ୍ର ସ୍ଵାଗତଦ୍ଭାଷଣ ପ୍ରଦାନ ସହ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁକାନ୍ତ ପ୍ରଧାନ,ମିନତୀ ଷଡ଼ଙ୍ଗୀ, ଡ. ଆରତି କର,ଡିସିଦ୍ଧାର୍ଥକାନୁନଗୋ, ଲଡୁ କିଶୋର ପଢିଆରୀ, ପଦ୍ମଲୋଚନ ଦାସ, ସୁମନ କଲ୍ୟାଣ ପରିଡା ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ଶ୍ରୀବାସ ପ୍ରସାଦ ମହାପାତ୍ରଧନ୍ୟବାଦ ପ୍ରଦାନ କରିଥିଲେ,

Leave A Comment

All fields marked with an asterisk (*) are required