Search for:
  • Home/
  • ରାଜ୍ୟ/
  • ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ।

ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ।

Spread the love

Loading

ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ବର:୨୩ରେ ଖୋଲିବ ହୀରାକୁଦ ଗେଟ୍ । ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବନ୍ୟାଜଳ ନିଷ୍କାସିତ ହେବ। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢୁଛି। ଏହି ବନ୍ୟାଜଳ ଛଡାଗଲେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏ ନେଇ ଜନସାଧାରଣଙ୍କୁ ଆଗୁଆ ସତର୍କତା କରାଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି।ତେଣୁ ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ଏନେଇ ଜନସାଧାରଣକୁ ଆଗୁଆ ସତର୍କ କଲେ ଡ୍ୟାମ୍‌ କର୍ତ୍ତୃପକ୍ଷ।

Leave A Comment

All fields marked with an asterisk (*) are required