ଗାଡ଼ିରୁ_ଟଙ୍କା_ଆଦାୟ_ମନା: କମିସନର
ସୁନ୍ଦରଗଡ଼ରେ ସଡ଼କ ସୁରକ୍ଷା ନାଁରେ ଗାଡ଼ିରୁ ଟଙ୍କା ଆଦାୟ ଘଟଣା
ପରିବହନ କମିଶନର ଅମିତାଭ ଠାକୁରଙ୍କ ସ୍ପଷ୍ଟୀକରଣ
ପରିବହନ ବିଭାଗ ବେଆଇନ ଭାବେ ଟଙ୍କା ଆଦାୟ କରେ ନାହିଁ
ସୂଚନା ମିଳିଲେ ଏତଲା ଦେବାକୁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ
ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲାରେ ବଢ଼ିଛି ଟଙ୍କା ଆଦାୟ ଅଭିଯୋଗ