Search for:
  • Home/
  • ରାଜ୍ୟ/
  • ଛାତ୍ରସଂସଦ ନିର୍ବାଚନ ନେଇ ଏବିଭିପିର ମତ

ଛାତ୍ରସଂସଦ ନିର୍ବାଚନ ନେଇ ଏବିଭିପିର ମତ

Spread the love

Loading

ଛାତ୍ରସଂସଦ ନିର୍ବାଚନ ନେଇ ଏବିଭିପିର ମତ

ଭୁବନେଶ୍ୱର:ଏବିଭିପି ୬ ବର୍ଷ ଧରି ଛାତ୍ର ସଂସଦ ବିଷୟକୁ ନେଇ ଆନ୍ଦୋଳନ କରିଛି କୋର୍ଟ କୁ ମଧ୍ୟ ଯାଇଛି l ଏବିଭିପି ଦୃଢ ଆଶାବାଦୀ ଯେ ଚଳିତବର୍ଷ ନିର୍ବାଚନ ହେବ l ଶିକ୍ଷାବର୍ଷ କ୍ୟାଲେଣ୍ଡର୍ ରେ ସରକାର ନିର୍ବାଚନ କୁ ସ୍ଥାନ ଦିଅନ୍ତୁ ବୋଲି ଏବିଭିପି ଦାବି କରୁଛି l ଆମେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରୁଛୁ l ନିର୍ବାଚନ ହେଲେ ଏବିଭିପି ବିପୁଳ ବିଜୟ ଲାଭ କରିବ l ଶିକ୍ଷାବର୍ଷ କ୍ୟାଲେଣ୍ଡର୍ ଆସିଲେ ଏବିଭିପି ପରବର୍ତ୍ତୀ ପଦକ୍ଷେପ ନେବ l

 

Leave A Comment

All fields marked with an asterisk (*) are required