Search for:
  • Home/
  • ରାଜ୍ୟ/
  • ରାଙ୍ଗା ପାଣି ରେଳବାଇ ଷ୍ଟେସନ୍ ରେ ଟ୍ରେନ ଲାଇନ୍ ରୁ ଲାଇନ୍ ଚୁତ ହେଲା ମାଲ୍ ବାହି ଟ୍ରେନ ର ଦୁଇ ଟି ବୋଗୀ

ରାଙ୍ଗା ପାଣି ରେଳବାଇ ଷ୍ଟେସନ୍ ରେ ଟ୍ରେନ ଲାଇନ୍ ରୁ ଲାଇନ୍ ଚୁତ ହେଲା ମାଲ୍ ବାହି ଟ୍ରେନ ର ଦୁଇ ଟି ବୋଗୀ

Spread the love

Loading

 

ରାଙ୍ଗା ପାଣି ରେଳବାଇ ଷ୍ଟେସନ୍ ରେ ଟ୍ରେନ ଲାଇନ୍ ରୁ ଲାଇନ୍ ଚୁତ ହେଲା ମାଲ୍ ବାହି ଟ୍ରେନ ର ଦୁଇ ଟି ବୋଗୀ

 

ଭୁବନେଶ୍ୱର:ରାଜ୍ୟ ପଶ୍ଚିମ ବଙ୍ଗର ଜଳ ପାଇ ଗୁଡି ଜିଲ୍ଲା ସ୍ଥିତ ରାଙ୍ଗା ପାଣି ରେଳବାଇ ଷ୍ଟେସନ୍ ରେ ଟ୍ରେନ ଲାଇନ୍ ରୁ ଲାଇନ୍ ଚୁତ ହେଲା ମାଲ୍ ବାହି ଟ୍ରେନ ର ଦୁଇ ଟି ବୋଗୀ ଯାହା ଫଳରେ ଆପ ଓ ଡାଉନ୍ ଟ୍ରେନ ବନ୍ଦ୍ ରହିଛି ଅନ୍ୟ ଦେଢ଼ ମାସ ପୁର୍ବରୁ ଏହି ରାଙ୍ଗା
ପାଣି ରେଳବାଇ ଷ୍ଟେସନ୍ ମାଲ୍ ବାହି ଟ୍ରେନ ସହିତ ଧକ୍କା ହୋଇ ଥିଲା କାଞ୍ଚନ ଜଂଘା ଏକ୍ସପ୍ରେସ ଓ 10 ରୁ ଉର୍ଦ୍ଧ ଟ୍ରେନ ଯାତ୍ରୀ ମୃତ ହେବା ସହିତ ବହୁ ଗୁରୁତର ଆହତ ହେଇଥିଲେ ଟ୍ରେନ ଯାତ୍ରୀ ଆଜି ପୁଣୀ ସେହି ଘଟଣା ଦୋହୋ ରାଇ ଲା ରାଙ୍ଗା ପାଣି ରେଳବାଇ ଷ୍ଟେସନ୍ ରେ ମାଲ୍ ବାହୀ ଟ୍ରେନ ଦୁଇ ଟି ବୋଗୀ ଟ୍ରେନ ଲାଇନ୍ ରୁ ଲାଇନ୍ ଚୂତ ହୋଇଛି

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required