ମହିଳା ସମ୍ବାଦିକା ମୂର୍ତ୍ତୃ ।ମୂର୍ତ୍ତୃ ପୃବରୁ ମମି କୁ ଫୋନ କରି କହିଲେ ମମି ମୁଁ ଆଉ ପାରୁନି ମୁଁ ହାଳି ଯାଇଛି।
ଭୁବନେଶ୍ବର: ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ।
ସୂଚନା ଅନୁଯାୟୀ, ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ମୃତ୍ୟୁର କାରଣ ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ ।ସାମାଜିକ ଗଣମାଧ୍ୟମରେ ଲାଇଭ୍ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ମଧୁସ୍ମିତା ବିବାହ କରି ଭୁବନେଶ୍ୱରରେ ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।ବାପୁଜୀନଗରର ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ସେ କାହିଁକି ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନି । ଏସମ୍ପର୍କରେ ଅଧିକ ଖୋଳତାଡ କରୁଛି ପୁଲିସ ।ମହିଳା ସାମ୍ବାଦିକ ଟ୍ରେନ ଟ୍ରାକ ରେ ମୃତ ଜି. ଆର. ପି. ପୋଲିସ ଉପସ୍ଥିତିରେ ପ୍ରଦୀପ ସେବା ଟ୍ରଷ୍ଟ ଦ୍ୱାରା ଉଦ୍ଧାର କରାଯାଇ ୬ନଂ ଶବ ସଂରକ୍ଷଣ ଗୃହରେ ରଖlଗଲା ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା ମୃତ୍ୟୁ ପୂର୍ବରୁ ଭିଡିଓ ଭାଇରଲ ଶିଶୁ ଭବନ ରେଳ ଓଭରବ୍ରିଜରୁ ଡେଇଁ ଆତ୍ମହତ୍ୟା
୪ ମାସ ତଳେ ବିବାହ କରିଥିଲେ ମୃତ ମହିଳା ସାମ୍ବାଦିକା ଜଣକ ହେଲେ ମଧୁସ୍ମିତା ପରିଡ଼ା ।ସେ ଭୁବନେଶ୍ବରର ଏକ ୱେବ ଚ୍ୟାନେଲରେ କାମ କରୁଥିବା ସୂଚନା ।ପାରିବାରିକ କାରଣ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରା ଯାଉଛି