Search for:
  • Home/
  • ରାଜ୍ୟ/
  • ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

ୟୁନିଟ ୫ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

Spread the love

Loading

ୟୁନିଟ 5 ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା ସହ ହାତୀବେଶ ଅନୁଷ୍ଠିତ

ଭୁବନେଶ୍ୱର ତା 22ରିଖ l ପବିତ୍ର ଦେବସ୍ନାନ ପୁର୍ଣିମା ଉପଲକ୍ଷେ ଆଜି ୟୁନିଟ 5 ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ହାତୀବେଶ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ପ୍ରତିଦିନ ଭଳି ମଙ୍ଗଳ ଆଳତୀ, ଅବକାଶ, ମାଇଲମ, ତଡପଲାଗି ଆଦି ବିଭିନ୍ନ ରୀତିନୀତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ମାନଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା l 108 କଳସ ସୁବାସିତ ଜଳରେ ବିଗ୍ରହ ମାନଙ୍କୁ ସ୍ନାନ କରାଯାଇଥିଲା l ସ୍ନାନ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ହାତୀବେଶରେ ସୁସଜ୍ଜିତ କରାଯାଇଥିଲା l ସନ୍ଧ୍ୟାରେ ଅନେକ ଶ୍ରଦ୍ଧାଳୁ ବିଗ୍ରହ ମାନଙ୍କ ଦର୍ଶନ କରିବା ସହିତ ଭଜନ ସମାରୋହରେ ମହାପ୍ରଭୁଙ୍କ ଭଜନ ଶୁଣି ବିମୋହିତ ହୋଇଥିଲେ l ଆଜିଠୁ ମହାପ୍ରଭୁଙ୍କ ରଥଯାତ୍ରାର ଅୟମ ଆରମ୍ଭ ହେଲା କାଲିଠୁ ଅଣସର ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପ୍ରକାଶ କରିଛି l

Leave A Comment

All fields marked with an asterisk (*) are required