Search for:
  • Home/
  • ରାଜ୍ୟ/
  • ସୁନ୍ଦରପଦାରେ ଦେବସ୍ନାନ ପୂର୍ଣିମା, ଗଜାନନ ବେଶ ହେଲେ ପତିତପାବନ ଦେବ

ସୁନ୍ଦରପଦାରେ ଦେବସ୍ନାନ ପୂର୍ଣିମା, ଗଜାନନ ବେଶ ହେଲେ ପତିତପାବନ ଦେବ

Spread the love

Loading

ସୁନ୍ଦରପଦାରେ ଦେବସ୍ନାନ ପୂର୍ଣିମା, ଗଜାନନ ବେଶ ହେଲେ ପତିତପାବନ ଦେବ

ଭୁବନେଶ୍ୱର,୨୨/୬: ସୁନ୍ଦରପଦାର ଶ୍ରୀ ପତିତପାବନ ଦେବଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜିଉଙ୍କୁ ୧୦୮ କଳସରେ ସୁବାଷିତ ଜଳ ସ୍ନାନ କରାଯାଇ ଗଜାନନ ବେଶ କରାଯଇଥିଲା । ସ୍ଥାନୀୟ ବ୍ରାହ୍ମଣ ନିଯୋଗ, ଗ୍ରାମବାସୀ ଓ ବରିଷ୍ଠ ଉପଦେଷ୍ଟାଙ୍କ ଦ୍ୱାରା ପାଳିତ ହୋଇଥିଲା । ଟ୍ରଷ୍ଟି ମୁରଲୀ ମନୋହର ପାତ୍ର, ଟ୍ରଷ୍ଟବୋର୍ଡ ସଭ୍ୟ ଜିତେନ୍ଦ୍ର ନନ୍ଦ, ସୁରେନ୍ଦ୍ର ପ୍ରଧାନ, କିରଣ ମହାପାତ୍ର, ବିଜୟ ସାହୁ, ନବୀନ ଜେନା, ଦୀପ୍ତି ନନ୍ଦ, ପ୍ରସନ୍ନ ସ୍ୱାଇଁ, ସତ୍ୟଜିତ ମଙ୍ଗରାଜ, ଅଶ୍ୱିନୀ ମହାରଣା, ଗଦାଧର ନାୟକ, ଦେବି ପ୍ରସାଦ ନନ୍ଦ, ମୁଖ୍ୟ ସେବାୟତ ପୂଜକ ମଧୁସୂଦନ ଖୁଂଟିଆ । ପ୍ରମୁଖ କାର୍ଯ୍ୟ ସମ୍ପାଦକା କରିଥିଲେ । ଏହି ଅବସରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ ସମେତ ବହୁ ମୁରବି ସ୍ଥାନୀୟ କର୍ପୋରେଟର ସାମିଲ ହୋଇଥିଲେ

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required