ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ
ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି କର୍ମକର୍ତ୍ତା ନିଯୁକ୍ତ।
ଭୁବନେଶ୍ବର:୧୬.୦୭ ଜଗତସିଂହପୁର ଜିଲ୍ଲା ପାଇଁ ବିଜେଡି ନୂତନ କର୍ମକର୍ତ୍ତା ନିଯୁକ୍ତ କରିଛି। ୧୨ ଜଣଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ୧୪ ଜଣଙ୍କୁ ଉପସଭାପତି ନିଯୁକ୍ତ କରିଛି। ସେହପିର୨୮ ସାଧାରଣ ସମ୍ପାଦକ, ୪୫ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ୫ ଜଣଙ୍କୁ ଜିଲ୍ଲା ଉପଦେଷ୍ଟା ଦାୟିତ୍ୱ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।