ମହିଳା ଙ୍କ ପେଟରୁ ବାହାରିଲା ୩ କେଜି ଓଜନ ରୁ ବେଶୀ ଟିଉମର
ଡାକ୍ତର ଙ୍କ କଠିନ ପରିଶ୍ରମ ଯୋଗୁ ମହିଳା ଙ୍କ ପେଟରୁ ବାହାରିଲା 3 କେଜି ଓଜନ ରୁ ବେଶୀ ଟିଉ ମର
ଭୁବନେଶ୍ୱର:ରାଜ୍ୟ ପଶ୍ଚିମ ବଙ୍ଗର ନଦୀଆ ଜିଲ୍ଲା ସ୍ଥିତ କୃଷ୍ଣ ନଗର ଅଞ୍ଚଳ ର ହରିଶ୍ ପୁର ଗ୍ରାମ ରୁ ନିଲିମା ପାତ୍ର ଦୀର୍ଘ ବର୍ଷ ଧରି ପେଟ ଯନ୍ତ୍ରଣା ହେଉଥିବା ବେଳେ କୃଷ୍ଣ ନଗର ଅଞ୍ଚଳ ସ୍ଥିତ ଏକ ବେ ସରକାରୀ ହସ୍ପିଟାଲ ଡାକ୍ତର ଭୌମିକ ଦେଖାଇ ଥିଲେ ଅ ଡାକ୍ତର ମହିଳା ଙ୍କ ର ସମସ୍ତ ପ୍ରକାରର ଶାରୀରିକ ଟେଷ୍ଟ କଲା ପରେ ଜାଣି ପାରିଥିଲେ ମହିଳା ଙ୍କ ପେଟ ଭିତରେ ଏକ ବଡ଼ ଆକାରର ଟିଉ ମର ରହିଛି ଓ ଡାକ୍ତର ସଙ୍ଗେ ସଙ୍ଗେ ମହିଳା ଙ୍କ ସହିତ ଆସିଥିବା ତାଙ୍କ ସ୍ଵାମୀ କୁ ସମସ୍ତ ଘଟଣା କହିଥିଲେ ଓ ମହିଳା ଙ୍କୁ ଟିଉ ମର ଅପରେସନ ନ କଲେ ମୃତ୍ୟୁ ମଧ୍ୟ ହୋଈ ପାରେ ସଙ୍ଗେ ସଙ୍ଗେ ମହିଳା ଙ୍କୁ ବେ ସରକାରୀ ହସ୍ପିଟାଲ ରେ ଟିଉ ମର ଅପରେସନ କରି ପ୍ରାୟ 3 କେଜି ଓଜନ ରୁ ବେଶୀ ମହିଳା ଙ୍କ ର ପେଟ ରୁ ଟିଉ ମର ବାହାରି ଥିଲା