Search for:

ଟ୍ରେନର ପରୀକ୍ଷାମୂଳକ ରହଣି  |

Spread the love

Loading

ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ – ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ |

ଟ୍ରେନର ପରୀକ୍ଷାମୂଳକ ରହଣି  |

ବିଭିନ୍ନ ଷ୍ଟେସନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି  |  ଏହି ଟ୍ରେନ ଗୁଡିକ ହେଉଛି …

15 ଜୁଲାଇ, 2023 ଠାରୁ  18423/18424 ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନ କୁ ଲିଙ୍ଗରାଜ ଟେମ୍ପଲ ରୋଡ ଷ୍ଟେସନ ଠାରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |

ଭୁବନେଶ୍ୱରରୁ 28 ଜୁନ୍ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ସତ୍ତେନାପଲ୍ଲୀ,ପିଡୁଗୁରୁଲା ଏବଂ ନାଡିକୁଡେ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |

ଭୁବନେଶ୍ୱରରୁ  5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17015 ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ କୁ ମିରିୟାଲାଗୁଡା ଏବଂ ନାଲଗୋଣ୍ଡା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |

ପୁରୀ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 17479 ପୁରୀ-ତିରୁପତି ଏକ୍ସପ୍ରେସ କୁ ଚିନ୍ନା ଗଞ୍ଜାମ ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |

ବିଶାଖାପାଟନମ୍ ଠାରୁ 5 ଜୁଲାଇ 2023 ଠାରୁ ଛାଡିବାକୁ ଥିବା 12861 ବିଶାଖାପାଟନମ୍-ମେହବୁବନଗର ଏକ୍ସପ୍ରେସ କୁ ମଧୀରା ଷ୍ଟେସନରେ ରହଣି ବ୍ୟବସ୍ଥା ପ୍ରଦାନ କରାଯାଇଅଛି |

Leave A Comment

All fields marked with an asterisk (*) are required