ଓଡ଼ିଶା ମା ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ
ଭେଡେନରେ ପାଣ୍ଡିଆନ
ଓଡ଼ିଶା ମା ର ସେବା ମୁଖ୍ୟମନ୍ତ୍ରୀଙ୍କର ଧର୍ମ
ନବୀନ ପଟ୍ଟନାୟକ ଲୋକଙ୍କୁ କାମର ହିସାବ ଦିଅନ୍ତି
ଅନ୍ୟ କେଉଁ ମୁଖ୍ୟମନ୍ତ୍ରୀ ଦିଅନ୍ତି କି ?
ନବୀନଙ୍କ ସରକାର ହେଉଛି ମା’ମାନଙ୍କ ସରକାର ଚାଷୀ ଭାଇଭଉଣୀଙ୍କ
ସରକାର ଯୁବକମାନଙ୍କ ସରକାର
ଭେଡେନ୍ର ଏନ୍.ଏ.ସି. କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ
ବିଶ୍ୱେଶ୍ୱର ମନ୍ଦିର ପାଇଁ ୨ କୋଟି ଟଙ୍କା
ଆଜିର ଜନସମୁଦ୍ର ବିରୋଧୀଙ୍କ ମନୋବଳ ଭାଙ୍ଗି ଦେଇଛି
ବିରୋଧୀ ନିଜେ କାମ କରିବେନି କି କାହାକୁ
କରାଇ ବି ଦେବେ ନାହିଁ
ଶୋଇବା ଲୋକ କୁ କିଏ ଉଠାଇବ
୨୦୧୪ ରୁ ୨୦୧୯ ଓ ୨୦୨୪ ସବୁବେଳେ
ଗୋଟିଏ ପ୍ରତିଶ୍ରୁତି ଏମ୍.ଏସ୍.ପି ଦୁଇଗୁଣ କରିବି
୧୦ ବର୍ଷରେ ହେଲାନି ଆଉ କ’ଣ କରିବେ
ମା ସମଲେଇ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ
ବିକାଶ କୁ ବିରୋଧ କରୁନ୍ତୁ ନାହିଁ
ଲୋକଙ୍କ କାମରେ ବାଧା ଦିଅନ୍ତୁ ନାହିଁ
ପାଣ୍ଡିଆନ