ସୁଜାତା_କାର୍ତ୍ତିକେୟନଙ୍କ_ବଦଳି_ନିର୍ଦ୍ଦେଶ।
ଭୁବନେଶ୍ୱର:ସୁଜାତା_କାର୍ତ୍ତିକେୟନଙ୍କ_ବଦଳି_ନିର୍ଦ୍ଦେଶ
*ମିଶନଶକ୍ତି ସଚିବ #ସୁଜାତା ଆର୍ କାର୍ତ୍ତିକେୟନଙ୍କ ବଦଳି ନିର୍ଦ୍ଦେଶ*
*ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI*
*ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ଲୋକଙ୍କ ସହ ଯୋଡ଼ି ହୋଇନଥିବା ସଂସ୍ଥାକୁ ବଦଳି ନିର୍ଦ୍ଦେଶ
ଅଭିଯେ।ଗ ପରେ ଗତ କିଛିଦିନ ଧରି ବିବାଦୀୟ ହୋଇ ପଡ଼ିଥିବା ରାଜ୍ୟ ସରକାରଙ୍କ ମିଶନଶକ୍ତି ସଚିବ ସୁଜାତା ରାଉତ କାର୍ଯ୍ୟର୍କେୟନ ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।
ମିଶନଶକ୍ତିର ୭୦ଲକ୍ଷ ମହିଳାଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ବାଧ୍ୟ କରୁଥିବା ଦର୍ଶାଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ନିର୍ବାଚନ କମିଶନ ସୁଜାତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି । ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।