Search for:
  • Home/
  • Month: May 2024

ବିଜେପି-ବିଜେଡ଼ିର ଲଢ଼େଇ ଏକ ପ୍ରାୟୋଜିତର ଏଲଟିସୋ ଛଡ଼ା ଆଉ କିଛି ନୁହେଁ

 ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇବା ହେଉଛି କପଟତାର ଚରମ ପ୍ରତୀକ  ବିଜେପି-ବିଜେଡ଼ିର ଲଢ଼େଇ ଏକ ପ୍ରାୟୋଜିତର ଏଲଟିସୋ ଛଡ଼ା ଆଉ କିଛି ନୁହେଁ  ଯଦି ଓଡ଼ିଶାର ଲୋକମାନେ ପ୍ରକୃତ ପରିବର୍ତନ ଚାହୁଁଛନ୍ତି ତେବେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ ଭୁବନେଶ୍ୱର ତା. ୨୭.୫- ଓଡ଼ିଆ ଅସ୍ମିତା ଆଜି ଗୁରୁତ୍ୱର ବିପଦରେ ପଡ଼ିଛି କେବଳ ଜଣେ ତାମିଲ ଅଫିସରଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଥିବାରୁ ଏବଂ ଏହି [...]

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି: ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି: ବିଜେଡି  ରାଜ୍ୟର ଆର୍ଥିକ ସଙ୍କଟ ଓ କ୍ଷୁଧା ମୃତ୍ୟୁ ଇତିହାସ ପାଲଟିଛି  ବିପର୍ଯୟ ମୁକାବିଲା କ୍ଷେତ୍ରରେ ଓଡିଶା ସାରା ବିଶ୍ୱରେ ରୋଲ ମଡେଲ  ମୁଣ୍ଡା ପିଛା ଋଣ ଭାର କ୍ଷେତ୍ରରେ ଓଡିଶା ଦେଶରେ ସର୍ବନିମ୍ନ  ପୁଞ୍ଜି ନିବେଶ କ୍ଷେତ୍ରରେ ଓଡିଶା ଭାରତର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭୁବନେଶ୍ୱର, ୨୭/୦୫/୨୦୨୪: ବିଜୁ ଜନତା [...]

ବିଜେଡ଼ିରେ ଯୋଗଦେଲେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେଏମ୍‌ଏମ୍‌ର ବହୁ ନେତା ଓ କର୍ମୀ

ବିଜେଡ଼ିରେ ଯୋଗଦେଲେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେଏମ୍‌ଏମ୍‌ର ବହୁ ନେତା ଓ କର୍ମୀ ଭୁବନେଶ୍ୱର, ୨୬/୦୫/୨୦୨୪: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜେଏମ୍‌ଏମ୍‌ର ବହୁ ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ [...]

ମୋଦି ମାନସିକ ରୋଗରେ ପୀଡ଼ିତ, ତାଙ୍କର ଚିକିତ୍ସା ଆବଶ୍ୟକ: ଅଜୟ କୁମାର

ମୋଦି ମାନସିକ ରୋଗରେ ପୀଡ଼ିତ, ତାଙ୍କର ଚିକିତ୍ସା ଆବଶ୍ୟକ: ଅଜୟ କୁମାର ଆଶାରାମ ବାପୁ, ରାମ ରହିମଙ୍କ ଭଳି ମୋଦି ଆତ୍ମ ଘୋଷିତ ଦିବ୍ୟ ପୁରୁଷ ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ୩୦ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି ବଳାତ୍କାରୀ ଓ ମହିଳା ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ମୋଦିଙ୍କ ଦିବ୍ୟଶକ୍ତି କାମ କରୁନି: ରୀତୁ ଚୌଧୁରୀ ଭୁବନେଶ୍ୱର,୨୬ା୫: ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକ ସ୍ଥିତି [...]

ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ “ନୃତ୍ୟ ବିଳାସ

*ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ “ନୃତ୍ୟ ବିଳାସ” ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ ଭବ୍ୟ ସମାରୋହରେ ଆୟୋଜିତ* ଭୁବନେଶ୍ୱର (୨୬.୦୫.୨୦୨୪): ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ନମିତା ରାୟଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟ ବିଳାସ ଭଞ୍ଜ କଳା ମଣ୍ଡପରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିରେ ଆୟୋଜିତ ହୋଇଯାଇଅଛି । ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶାର ଶାସ୍ତ୍ରୀୟ ନୃତ୍ୟ [...]

କନକବର୍ଦ୍ଧନ_ସିଂହଦେଓଙ୍କ_ପ୍ରେସମିଟ୍

କନକବର୍ଦ୍ଧନ_ସିଂହଦେଓଙ୍କ_ପ୍ରେସମିଟ୍ *କନକବର୍ଦ୍ଧନ ସିଂହଦେଓଙ୍କ ପ୍ରେସମିଟ୍* *ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କ ପ୍ରେସମିଟ୍* *‘ତୃତୀୟ ପର୍ଯ୍ୟାୟ ପରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି’* *୪ ତାରିଖରେ ବିଜେପି ସରକାର ଗଢ଼ିବ: କନକବର୍ଦ୍ଧନ ସିଂହଦେଓ* [...]

ବିଜେଡିକୁ_ବହୁମତ_ମିଳିସାରିଛି: ଭିକେ_ପାଣ୍ଡିଆନ

ବିଜେଡିକୁ_ବହୁମତ_ମିଳିସାରିଛି: ଭିକେ_ପାଣ୍ଡିଆନ *ନବୀନ ନିବାସ ପ୍ରେସମିଟ୍‌ରେ ଭିକେ ପାଣ୍ଡିଆନଙ୍କ ଦୃଢ଼ୋକ୍ତି* *‘ଏଯାଏଁ ବିଜେଡିର ଷ୍ଟ୍ରାଇକ ରେଟ୍‌ ୮୦ରୁ ୮୫% ରହିଛି’* *‘ଚତୁର୍ଥ ପର୍ଯ୍ୟାୟ ପରେ ବିଜେଡିର ସ୍ଥିର ସରକାର ଆସିଯିବ’* *ଲୋକସଭାରେ ମଧ୍ୟ ବହୁତ ଭଲ କରିବ ବିଜେଡି: ପାଣ୍ଡିଆନ* [...]

ଭୋଟ ପାଇଁ ସଚେତନତା

ଭୋଟ ପାଇଁ ସଚେତନତା ଭୁବନେଶ୍ୱର ;- ଗଣତନ୍ତ୍ର ର ଶ୍ରେଷ୍ଠ ପର୍ବ ନିର୍ବାଚନ । ଏହି ନିର୍ବାଚନ ରେ ରାଜ୍ୟ ତଥା ଦେଶର ପ୍ରତେକ ନାଗରିକ ମାନେ ଭୋଟ ଦେବା ନିହାତି ଜରୁରୁ ଯାହା ଗଣତନ୍ତ୍ରକୁ ସଦୃଢ଼ କରିବ । ସମସ୍ତେ ଘରୁ ବାହାରି ମତଦାନ କରନ୍ତୁ ଏହାକୁ ନେଇ ହେଲ୍ପ ଏନଜିଓ, ସକ୍ଷମ ଓଡିଶା ଓ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ସାମାଜିକ [...]

ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ” (ଶିବାଜୀ ପଟ୍ଟନାୟକ ସ୍ମାରକୀ ବକ୍ତୁତା- ୨୦୨୪)

“ପୁଞ୍ଜି ମୁକ୍ତ ଚାଷ: ଚାଷୀ ଓ ଚାଷର ସୁରକ୍ଷା କବଚ” (ଶିବାଜୀ ପଟ୍ଟନାୟକ ସ୍ମାରକୀ ବକ୍ତୁତା- ୨୦୨୪) ଭୁବନେଶ୍ୱର, ତା୨୪/୦୫: ବିଶିଷ୍ଟ ସାମ୍ୟବାଦୀ ନେତା ତଥା ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ‘ପରିବେଶପ୍ରେମୀ ଓ କ୍ଷୁଦ୍ର ଚାଷୀ ସମୁହ’ ସଂଗଠନ ପକ୍ଷରୁ ଏକ ବକ୍ତୁତାମାଳା ସି.ୱାଇ.ଏସ୍.ଡି ସଭାଗୃହରେ ଆୟୋଜିତ ହୋଇଯାଇଛି। ସଭାଗୃହ ଆଲୋଚନା ସହିତ ଅନଲାଇନ୍ ଯୋଗେ ମଧ୍ୟ ଅନେକ ଆଗ୍ରହୀ ବୁଦ୍ଧିଜୀବୀ, ଶିକ୍ଷାବିତ୍ [...]

୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

୨୫ ତାରିଖରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ ବିଭିନ୍ନ ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଦେଲେ ସୂଚନା ଭୁବନେଶ୍ୱର ୨୩/୦୫/୨୦୨୪ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି । ଅନେକ ସଂଗ୍ରାମ ପରେ ଏ ଦେଶ ସ୍ୱାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ [...]