Search for:
  • Home/
  • Month: April 2024

ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଡାଇମେନ୍‌ସନ୍‌ ୩ ଉଦ୍‌ଘାଟିତ

ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଡାଇମେନ୍‌ସନ୍‌ ୩ ଉଦ୍‌ଘାଟିତ ଭୁବନେଶ୍ୱର : ରାଷ୍ଟୀୟ ଲଳିତକଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଠାରେ ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ‘ଡାଇମେନ୍‌ସନ୍‌ – ୩’ ଉଦଘାଟିତ ହୋଇଯାଇଅଛି | ଯୁବ ଭାସ୍କର୍ଯ୍ୟ ଶିଳ୍ପୀ କେଶବ ଚନ୍ଦ୍ର ନାଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୨୦ ରୁ ଉର୍ଦ୍ଧ କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି | ପଥର ଓ କାଠ ନିର୍ମିତ ଭାସ୍କର୍ଯ୍ୟ କଳା [...]

ପ୍ରିୟଦର୍ଶୀ ମିଶ୍ର ଆଇ. ଆର. ସି. ଭିଲେଜ ସ୍ଥିତ ଏନ-5 ପାର୍କ ରେ ପ୍ରାତଃ ଭ୍ରମଣରେ ଯାଇ ଉପସ୍ଥିତ ପ୍ରାତଃ ଭ୍ରମଣରେ ଯୋଗ ଦେବା ଅବସରରେ।

ଭୁବନେଶ୍ୱର:ଆଜି ତା.12/04/2024ରିଖ ପ୍ରାତଃ ସମୟରେ ଭୁବନେଶ୍ୱର-ଉତ୍ତର ବି. ଜେ. ପି. ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଆଇ. ଆର. ସି. ଭିଲେଜ ସ୍ଥିତ ଏନ-5 ପାର୍କ ରେ ପ୍ରାତଃ ଭ୍ରମଣରେ ଯାଇ ଉପସ୍ଥିତ ପ୍ରାତଃ ଭ୍ରମଣରେ ଯୋଗ ଦେବା ସହ ଲୋକମାନଙ୍କୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତ ବିକାଶ ଧାରାକୁ ଅଗ୍ରଣୀ କରିବା ନିମନ୍ତେ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ବୁଝାଇବା ସହ ଓଡ଼ିଶାର ଜନସାଧାରଣ 25ବର୍ଷର ସ୍ଥାଣୁ [...]

ଭୁବନେଶ୍ୱର ର ପୂର୍ବତନ ବିଏମସି ପୂର୍ବତନ କର୍ପୋରେଟର ବିଜେପି ରେ ଯୋଗ ଦେଲେ।

ରାଜନୈତିକ ପରିବର୍ତନ ହେବ, ବିଜେପିର ସରକାର ଗଠନ ହେବ : ମନମୋହନ ସାମଲ  ବିଜେପିରେ ଯୋଗ ଦେଲେ ଜୟଦେବ ନିର୍ବାଚନମଣ୍ଡଳୀର ନିର୍ବାଚିତ ଜନପ୍ରତିନିଧି, ଶତାଧିକ ବିଜେଡି ନେତା ଓ କର୍ମୀ  ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ, ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝରବାସିନ୍ଦା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ [...]

ପ୍ରାର୍ଥୀ ଘୋଷଣା

ବିଜେଡିର ପ୍ରାର୍ଥୀ ଘୋଷଣା, ଦଳ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି। ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେହିପରି ୯ ବିଧାନସଭା [...]

ନିୟମ ନମାନିଲେ ୧୦୦୦ ଫାଇନ୍‌।

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ନିୟମ ନମାନିଲେ ୧୦୦୦ ଫାଇନ୍‌ ଭୁବନେଶ୍ବର : ଆସନ୍ତା ୧୬ ତାରିଖ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ତାର ପ୍ରସ୍ତୁତି ଚଳାଇଛି। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି [...]

କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

ଓଡ଼ିଶା ପାଇଁ ଆସିଲା କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ଆସିଛି ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା। ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି କମିଟି କାମ କରିବ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଆଜି ପ୍ରକାଶିତ ପ୍ରେସ୍ ରିଲିଜ୍ ଅନୁସାରେ, ପ୍ରଦେଶ [...]

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେଲା ବିଜେଡି। ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି। ପ୍ରଦୀପଙ୍କ କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ [...]

ସାଧାରଣ ଜନତାଙ୍କ ସ୍ୱର ଓ ଦାବି ନେଇ ଜନ ଇସ୍ତାହାର ଉନ୍ମୋଚିତ

ସାଧାରଣ ଜନତାଙ୍କ ସ୍ୱର ଓ ଦାବି ନେଇ ଜନ ଇସ୍ତାହାର ଉନ୍ମୋଚିତ ଜନବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବର୍ତ୍ତନ ପାଇଁ ଆହ୍ୱାନ କଟକ (୧୦/୦୪) ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ସଂସ୍ଥାନ ଗୁଡିକୁ ଦୁର୍ବଳ କରିବା ସହ ଵିଘଟନ କରାଯାଇଛି। ବ୍ୟକ୍ତି ସ୍ୱାଧୀନତା ଉପରେ ଆକ୍ରମଣ କରାଯାଉଛି। କର୍ପୋରେଟ୍ ଲୁଟକୁ ଖୋଲା ଛାଡି [...]

ରୁଦ୍ର କେବଳ ରାଜନୈତିକ ନୂହେଁ ବରଂ ସାମାଜିକ କାର୍ଯ୍ୟରେ ମଧ୍ୟ ଖୁବ ସକ୍ରିୟ

ଭୁବନେଶ୍ୱର:ଗତକିଛି ଦିନ ଭଳି ଆଜି ମଧ୍ୟ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମ୍ପର୍କ ଯାତ୍ରା। ତେବେ ରୁଦ୍ର କେବଳ ରାଜନୈତିକ ନୂହେଁ ବରଂ ସାମାଜିକ କାର୍ଯ୍ୟରେ ମଧ୍ୟ ଖୁବ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର କଥା ଶୁଣି ନିଜର ସମସ୍ତ କାର୍ଯ୍ୟ ଛାଡି ତାଙ୍କ ଦ୍ଵାରା ପରିଚାଳିତ ଶେଷସାଥୀ ସ୍ଵର୍ଗରଥ ସାହାଯ୍ୟରେ ମୃତ ଶରୀରକୁ ସସମ୍ମାନେ [...]

ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ

ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ ୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥା ଭୁବନେଶ୍ୱର- ତା. ୧୦.୦୪.୨୦୨୪- ଚଳିତ ଏକକ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ,ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମରେ [...]