ନୋଟା ଭୋଟ୍ କଲେ ଉତ୍ତମ ପ୍ରାର୍ଥୀ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ
ଉତ୍ତମ ପ୍ରାର୍ଥୀ ଚୟନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ନୋଟା ଭୋଟ୍ ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୨୦୧୩ର ନିର୍ଦ୍ଦେଶ ପରେ ନିର୍ବାଚନରେ ନୋଟା (ଉପରୋକ୍ତ ମଧ୍ୟରୁ କେହିନୁହେଁ) ଭୋଟ୍ର ବ୍ୟବହାର ଆରମ୍ଭ ହୋଇଥିଲା। ଯଦି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କୌଣସି ପ୍ରାର୍ଥୀ ଭୋଟରଙ୍କୁ ଯୋଗ୍ୟ ନ ଲାଗନ୍ତି ତେବେ ସେ ନୋଟାକୁ ନିଜର ଭୋଟ ଦେଇପାରିବେ। ନାଗରିକଙ୍କୁ ଅସନ୍ତୋଷ ପ୍ରକାଶ କରିବାର ସୁଯୋଗ ଦେବା ପାଇଁ ନୋଟାର ଆରମ୍ଭ ହୋଇଥିଲା। [...]