Search for:
  • Home/
  • Month: April 2024

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର

ଭୋଟର ସଚେତନତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କ ମାଧ୍ୟମରେ ଅଭିଭାବକ ମାନଙ୍କୁ ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଭୁବନେଶ୍ୱର- ତା.୨୩.୦୪.୨୦୨୪-ଚଳିତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ସବୁ ବର୍ଗ ମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ [...]

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ*

*ମିଶ୍ରଣ ପର୍ବ* *ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ* ଭୁବନେଶ୍ୱର, ତା.୨୩/୦୪: ମୋ ପାଖରେ ଟଙ୍କା ନାହିଁ କି ଖଣି, ଖାଦାନ ଓ ଇଣ୍ଡଷ୍ଟ୍ରି ନାହିଁ । ଏଥିଲାଗି ମୁଁ ନିର୍ବାଚନ ଟିକେଟ୍‌ରୁ ବାଦ୍ ପଡିଲି । ବିଜେଡି ପାଇଁ ୧୦ବର୍ଷ କାମ କଲି, କିନ୍ତୁ ମୋର ପରିଶ୍ରମକୁ ସେମାନେ ଟଙ୍କାରେ ତଉଲିଲେ । ଦଳମତ ନିର୍ଭିଶେଷରେ ଲୋକଙ୍କ ପାଇଁ କାର୍ଯ୍ୟ କରେ । [...]

ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ହଜାର ହଜାର କର୍ମୀମାନଙ୍କ ଗହଣରେ ପଦଯାତ୍ରା

ଭୁବନେଶ୍ୱର ତା. 23/04/2024ରିଖ ମଙ୍ଗଳବାର ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 16 ମେ ଫେୟାର ନଗର ସାଲିଆ ସାହି ଠାରେ ବିଜେପି ଶ୍ରୀକୃଷ୍ଣ ମଣ୍ଡଳ ଦ୍ୱାରା ଆୟୋଜିତ ଏକ ସମାବେଶ ତଥା ପଦଯାତ୍ରା କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଙ୍କୁ 25 ବର୍ଷ ବିଫଳ ସରକାରଙ୍କ ବିଫଳତା ସହ ଜନବିରୋଧୀ ଜନସାଧାରଣଙ୍କୁ [...]

ମହଙ୍ଗା ହେବ ଜୋମାଟୋ ଖାଦ୍ୟ, ପ୍ରତି ଅର୍ଡର ଉପରେ ଅତିରିକ୍ତ ୨୫ ପ୍ରତିଶତ 

ମହଙ୍ଗା ହେବ ଜୋମାଟୋ ଖାଦ୍ୟ, ପ୍ରତି ଅର୍ଡର ଉପରେ ଅତିରିକ୍ତ ୨୫ ପ୍ରତିଶତ ଭୁବନେଶ୍ୱର: ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି’ ବୃଦ୍ଧି କରିଛି। ଜୋମାଟୋ ଏହାର ଶୁଳ୍କକୁ ୨୫ ପ୍ରତିଶତ ବୃଦ୍ଧି କରି ଅର୍ଡର ପିଛା ୫ ଟଙ୍କା ବଢ଼ାଇ ଦେଇଛି। ଏହା ବ୍ୟତୀତ କମ୍ପାନୀ ଏହାର ଇଣ୍ଟରସିଟି ଲିଜେଣ୍ଡସ୍ ସେବାକୁ ମଧ୍ୟ ବନ୍ଦ କରିଦେଇଛି। ମାର୍ଚ୍ଚ ତ୍ରୈ ମାସିକ ଫଳାଫଳ [...]

ବିନ୍ଦୁ ସାଗର ଆଳତୀ।ବିନ୍ଦୁସାଗର ପରିସ୍କାର ରହୁ ।

ବିନ୍ଦୁ ସାଗର ଆଳତୀ ଭୁବନେଶ୍ୱର:ପ୍ରତି ବର୍ଷ ଭଳି ଆଜି ତା:୨୩.୦୪.୨୦୨୪ (ମଙ୍ଗଳବାର‌) ଚୈତ୍ର ପୂର୍ଣିମା ଅବସରରେ ସୂର୍ଯ୍ୟାସ୍ତ ସମୟରେ ଭୁବନେଶ୍ଵର ଶାନ୍ତି କମିଟି ପକ୍ଷରୁ ବିନ୍ଦୁ ସାଗର ଅଳତା ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର କରିଥିଲେ ।ପ୍ରଥମେ ଅଗ୍ରଦେବତା ଶ୍ରୀ ଶ୍ରୀ ଗଣେଷଙ୍କୁ ପୂଜା କଲାପରେ ସମୁହ ହନୁମାନ ଚାଳିଶା ପାଠ କରାଯାଇ, ଶଙ୍ଖ, ଘଣ୍ଟ, ଘଣ୍ଟା, ହରିବୋଲ, ହୁଳହୁଳି ସହ ନାମ ସଂକୀର୍ତ୍ତନ ମଧ୍ୟରେ ମହା ଆଳତୀ କରାଯାଇଥିଲା।ସଭାପତି ତ. [...]

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ *ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କୁ ଆଶୀର୍ବାଦ ପରେ ପ୍ରଚାରର ଶୁଭାରମ୍ଭ କରିବେ* କେନ୍ଦ୍ରାପଡା ତା ୨୩.୪.୨୪: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ [...]

ବିଜେପିରେ ସାମିଲ ହେଲେ ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର

  ବିଜେପିରେ ସାମିଲ ହେଲେ ବିଜେଡିର ବରିଷ୍ଠ ଉପସଭାପତି ବିମ୍ବାଧର କୁଅଁର  ବିଜୁ ମହିଳା ଜନତା ଦଳର ବରିଷ୍ଠ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ନିବେଦିତା ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ହେଲେ ସାମିଲ  ପଶ୍ଚିମଓଡ଼ିଶା କଳାକାର ସାମୁଖ୍ୟର ସଂଯୋଜକ ସରୋଜ କୁମାର ଭୂୟାଁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅନିଲ କୁମାର ଗୁରୁ, କେନ୍ଦୁଝର ଜିଲ୍ଲାର ଯୁବ ସଂଗଠକ ପ୍ରଶାନ୍ତ କୁମାର ଦଳାଇ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ [...]

ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର. ସମାବେଶ ତଥା ପଦଯାତ୍ରା

ଭୁବନେଶ୍ୱର ତା. 22/04/2024ରିଖ ସୋମବାର ଭୁବନେଶ୍ୱର -ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ 26, ସାଲିଆ ସାହି ଠାରେ ବିଜେପି ଶ୍ରୀକୃଷ୍ଣ ମଣ୍ଡଳ ଦ୍ୱାରା ଆୟୋଜିତ ଏକ ସମାବେଶ ତଥା ପଦଯାତ୍ରା କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେବା ଅବସରରେ ଉପସ୍ଥିତ ଜନତା ଙ୍କୁ 25 ବର୍ଷ ବିଫଳ ସରକାରଙ୍କ ସ୍ଥାଣୁତା ସମ୍ବନ୍ଧରେ ସୂଚନା ଦେବା ସହ ଦେଶ ସହିତ [...]

୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି।

ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି। ଆଉ ୬ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ, ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ୧. ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର ୨.କଟକ-ବାରବାଟୀରୁ ପ୍ରକାଶ ଚନ୍ଦ୍ର ବେହେରା, ୩.ସାଲେପୁରରୁ ପ୍ରଶାନ୍ତ ବେହେରା, ୪.ଜୟଦେବରୁ ନବ କିଶୋର ମଲ୍ଲିକ, ୫.ବୀରମିତ୍ରପୁରରୁ ରାେହିତ ଜୋସେଫ ତିର୍କୀ, ୬.ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ୭.ରାଇରଙ୍ଗପୁରରୁ [...]

ନିର୍ବାଚନମଣ୍ଡଳୀଗୁଡ଼ିକରେ ଏଥର ଜମିବ ପ୍ରଚାର.

ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା… ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା [...]