Search for:
  • Home/
  • Month: March 2024

୨୦୨୪ ର ନଦୀ ପ୍ରଦୂଷଣ ଓ ସୁରକ୍ଷା ସମ୍ପର୍କରେ ଜନ ଇସ୍ତହାର

ଭୁବନେଶ୍ବର: ଓଡ଼ିଶା ନଦୀ ସୁରକ୍ଷା ସମିତି ତରଫରୁ ନଦୀ ଇସ୍ତହାର କୁ ନେଇ ସାମ୍ବାଦିକ ସମ୍ମିଳନୀ ଓଡ଼ିଶା ନଦୀ ସୁରକ୍ଷା ସମିତି ର ଅଧ୍ୟକ୍ଷ ନେତୃତ୍ବରେ ଅନୁଷ୍ଟିତ ହୋଇଯାଇଛି । ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀର ସମସ୍ୟାକୁ ନେଇ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ୍ ରାଜନୈତିକ ଦଳକୁ ନଦୀ ଇସ୍ତହାର ପ୍ରଦାନ କରାଯାଇଛି । ବିଲୁପ୍ତ ହୋଇଯାଇଥିବା ଐତିହାସିକ ନଦୀ ଗୁଡିକର ପୁନରୁଦ୍ଧାର, ସହରାଞ୍ଚଳର ବର୍ଜ୍ୟ ଜଳ କୁ ସିଧା [...]

ଶୁଭ୍ରାଂଶୁଙ୍କ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ ।

ଶୁଭ୍ରାଂଶୁଙ୍କ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ । ଭୁବନେଶ୍ୱର । କଟକ ବଡ଼ ମେଡ଼ିକାଲରେ ଅସ୍ତି ମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୂର୍ତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରକାଶିତ ଉପରେ ଗାନ୍ଧୀ ମାର୍ଗରେ ଓଡିଶା ସମାଜସେବୀ ମହାସଙ୍ଗ ର ଏକ ଦିବସିୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶୁଭ୍ରାଂଶୁଙ୍କର ମୂର୍ତ୍ୟୁର ମିଥ୍ୟା [...]

“ମୋ ଜଙ୍ଗଲ ଜମି ଯୋଜନା” ନାମରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ବାଟବଣା

“ମୋ ଜଙ୍ଗଲ ଜମି ଯୋଜନା” ନାମରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ବାଟବଣା କରାଯାଉଛି – ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ ଭୁବନେଶ୍ୱର, ତା ୧୨ /୦୩ /୨୪ : ଓଡିଶା ସରକାର ଗତବର୍ଷ ୯ ଅଗଷ୍ଟ ୨୦୨୩ରେ ଜଙ୍ଗଲ ଅଧିକାର ଆଇନ୍- ୨୦୦୬ର କାର୍ଯ୍ୟକାରିତାର ଦୀର୍ଘ ୧୬ ବର୍ଷ ପରେ, “ମୋ ଜଙ୍ଗଲ ଜମି ଯୋଜନା” ଭଳି ଏକ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଜଙ୍ଗଲ [...]

ବାସୁଦେବ ଭଟ୍ଟଙ୍କ ଲିଖିତ ଅଭିଭାବକର ଅନ୍ତଃଶ୍ୱର ପୁସ୍ତକ ଉନ୍ମୋଚିତ

ବାସୁଦେବ ଭଟ୍ଟଙ୍କ ଲିଖିତ ଅଭିଭାବକର ଅନ୍ତଃଶ୍ୱର ପୁସ୍ତକ ଉନ୍ମୋଚିତ ଭୁବନେଶ୍ୱର ତl ୧୧.୦୩.ରିଖ l ଓଡିଶା ଅଭିଭାବକ ମହାସଂଘ ସଭାପତି ଶ୍ରୀ ଯୁକ୍ତ ବାସୁଦେବ ଭଟ୍ଟଙ୍କ ଲିଖିତ ପୁସ୍ତକ “ଅଭିଭାବକର ଅନ୍ତଃଶ୍ୱର ” ଆଜି ରେଡ଼କ୍ରସ ଭବନ ପ୍ରେଖ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି l ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ଏହି ପୁସ୍ତକ ପ୍ରକାଶୀତ ହୋଇଛି l ପିଲାଟିକୁ ପାଠ ପଢାଇବା ସମୟରେ ଅଭିଭାବକ ମାନେ ଅଙ୍ଗେ ଅଙ୍ଗେ ନିଭାଉଥିବା ଅପ୍ରିୟ [...]

ବଲାଙ୍ଗିରରେ ରୂପାନ୍ତରିତ ହରିଶଙ୍କର ମନ୍ଦିର କେନ୍ଦୁଝର ଯୋଡାରେ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଖୋର୍ଦ୍ଧା ଜଟଣି କୁଦିଆରୀରେ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ

  ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ବଲାଙ୍ଗିର, କେନ୍ଦୁଝର,ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀକଲେ ଉଦ୍‌ଘାଟନ ବଲାଙ୍ଗିରରେ ରୂପାନ୍ତରିତ ହରିଶଙ୍କର ମନ୍ଦିର କେନ୍ଦୁଝର ଯୋଡାରେ ଓଡିଶାର ଦୀର୍ଘତମ ଫ୍ଲାଏ-ଓଭର ଖୋର୍ଦ୍ଧା ଜଟଣି କୁଦିଆରୀରେ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ଓଡିଶାର ଦୀର୍ଘତମ ସେତୁ ରାକଡୋର- ଫସାଦ ରାସ୍ତାରେ ତେଲ [...]

ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଆଲୋଚନାଚକ୍ର ଆୟୋଜିତ 

ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଆଲୋଚନାଚକ୍ର ଆୟୋଜିତ ଭୁବନେଶ୍ୱର, ତା ୧୦/୦୩/୨୪:ଭାରତରେ ଦମନ ଆଇନ୍: ଅତୀତ ଓ ବର୍ତ୍ତମାନ” ଶୀର୍ଷକ ପୁସ୍ତକର ଉନ୍ମୋଚନ ଏବଂ ଏ ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଆଜି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ହୋଇଯାଇଛି। ଆଜିର ଏହି ଆଲୋଚନା ଚକ୍ରରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର [...]

ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ

ଯୁବକମାନଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଂଟି ଦେଲେ ରାହୁଲ ଗାନ୍ଧୀ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ ଭୁବନେଶ୍ୱର ତା. ୧୦.୩- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ [...]

ଏକାମ୍ର ରେ ୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ

ଏକାମ୍ର ରେ ୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶୁଭାରମ୍ଭ ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳି ଗ୍ରାମପଞ୍ଚାୟତ ର ଦୟା ବାମ ପାର୍ଶ୍ୱ ନଦୀ ବନ୍ଧ ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୫ କୋଟି ଟଙ୍କାରେ ଦୀର୍ଘ ୫ କିଲୋମିଟର ରାସ୍ତା ନିର୍ମାଣ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ଏହାପରେ ଧଉଳି ମହିଳା [...]

ମହିଳା ଙ୍କୁ ସଂମାନ ସହ ହୁଣ୍ଡି ଭଙ୍ଗା କଯ୍ୟକ୍ରମ।

ରାଜଧାନୀ_ସଂଗ୍ରାମୀ_ସେବାସଙ୍ଘର ଦୂତୀୟ ସମାଜମଙ୍ଗଳ_ହୁଣ୍ଡିଦାନ_କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳ୍ପନା ଏରିଆର 32 ବର୍ଷୀୟ କର୍କଟ_ପୀଡିତ ଶ୍ରୀକାନ୍ତ_ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ 15 ହଜାର ଟଙ୍କା ସହାୟତା ପ୍ରଦାନ l… ଭୁବନେଶ୍ୱର ll ରାଜଧାନୀ ସଂଗ୍ରାମୀ ସେବାସଙ୍ଘ” ଆନୁକୂଲ୍ୟରେ ମହିଳା ଦିବସ ପାଳିତ ହୋଇଯାଇଛି ଏହି ଅବସରରେ “ଆଜିର ନାରୀ ଓ ସୋସିଆଲ ମେଡ଼ିଆ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହାସହ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ମହିଳାମାନଙ୍କୁ ନାରୀ [...]

ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଦୁଃଖ ବୁଝିଲେ।

ଭୁବନେଶ୍ୱର:ଗତକାଲି ଭୁବନେଶ୍ଵରର ୟୁନିଟ୍ ୨ ଅଶୋକ ନଗର ଅଞ୍ଚଳର, ରେମଣ୍ଡ ଶୋରୁମ ସମ୍ମୁଖରେ ଥିବା କିଓସ୍କରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଓ ଦୁଇଟି ଦୋକାନ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଫାଷ୍ଟଫୁଡ ଦୋକାନ ହୋଇଥିବା ବେଳେ ଅନ୍ୟଟି ଜୁଶ ଓ ଆଇସକ୍ରିମ ଦୋକାନ ଥିଲା ବୋଲି ଜଣାପଡିଛି। ଏହି ଦୁଃଖଦ ଖବର ବିଷୟରେ ଜାଣି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସେକ୍ରେଟାରୀ ମନୋଜ [...]