Search for:
  • Home/
  • Month: March 2024

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍।ଦେଲେ ବିଜୁ ଶ୍ରମିକ ସାମୁଖ୍ୟ

ସର୍ବନିମ୍ନ ମଜୁରି ବୃଦ୍ଧି କରିଥିବାରୁ ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍। ରାଜ୍ୟ ସରକାର ରାଜ୍ୟର ପ୍ରାୟ ଡେଢ କୋଟିରୁ ଉର୍ଦ୍ଧ୍ବ ଶ୍ରମିକ ମାନଙ୍କର ମଜୁରି ସର୍ବନିମ୍ନ ଦୈନିକ ୯୮ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟସରକାରଙ୍କୁ ଅଭିନନ୍ଦନ ଜଣାଇ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଶିଷ୍ଟ ଶ୍ରମିକ ନେତା [...]

ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ପୁସ୍ତକ ଉନ୍ମୋଚିତ

ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ପୁସ୍ତକ ଉନ୍ମୋଚିତ ଭୁବନେଶ୍ବର, 14 ମାର୍ଚ୍ଚ 2024:ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡରେ ଅବସ୍ଥାନ କରୁଥିବା ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ବାଦଲ ଭୂୟାଁ ଦ୍ବାରା ଲିଖିତ “ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ଶୀର୍ଷକ ପୁସ୍ତକ ଆଜିର ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ [...]

ବେଦାନ୍ତୁ ଭୁବନେଶ୍ୱରରେ ତାହାର ନବୀନତମ ଅଫ୍‌ଲାଇନ ଲଣ୍ଡିଂ ସେଣ୍ଟର ଶୁଭାରମ୍ଭ

ବେଦାନ୍ତୁ ଭୁବନେଶ୍ୱରରେ ତାହାର ନବୀନତମ ଅଫ୍‌ଲାଇନ ଲଣ୍ଡିଂ ସେଣ୍ଟର ଶୁଭାରମ୍ଭ କରୁଛି ପ୍ରମୁଖ ଏଡ୍-ଟେକ୍ ସଂସ୍ଥା ବେଦାନ୍ତୁ ଅଲାଇନ ଶିକ୍ଷା କ୍ଷେତ୍ରକୁ ପ୍ରବେଶ କଲା, ରାଷ୍ଟ୍ରବ୍ୟାପୀ ବେଦାନ୍ତୁ ଲର୍ଡିଂ ସେଣ୍ଟର ଖୋଲୁଛି ଭୁବନେଶ୍ବର: ଏଠାରେ ମାର୍ଚ ୧୭ରେ ବେଦାନ୍ତୁ ଲଣ୍ଠି” ସେଣ୍ଟର ଉଦ୍‌ଘାଟନ ସହିତ ଏକ-ଟେଳ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅଫଲାଇନ କୋଚିଂରେ ବିପ୍ଲବ ଆଣିବାକୁ ଯାଉଛି। ଭୁବନେଶ୍ଵରରେ ଲଣ୍ଠି ସେଣ୍ଟର ଚଳିତ ମାର୍ଚ ୧୭ରୁ କାର୍ଯ୍ୟାରମ୍ଭ [...]

ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ

ମାତାଲ୍‌ ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ ମାତାଲ୍‌ ସ୍ୱାମୀ ଭୁବନେଶ୍ୱର:! ଆଉ ମୃତଦେହକୁ ଘରେ ପୂରାଇ ରଖିଥିଲେ। ଦିନେ କି ଦୁଇ ଦିନ ନୁହେଁ, ୩ ଦିନଧରି ସ୍ତ୍ରୀ ମୃତଦେହ ସହିତ ରହିଥିଲେ ସ୍ୱାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ କମିଶନରେଟ୍‌ ପୁଲିସ୍‌ ମୃତଦେହ ଉଦ୍ଧାର କରିବା ସହିତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୈତ୍ରୀବିହାର ଥାନା ତାରିଣୀନଗର ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ ଗୋଲଖ ଜେନା ଓ [...]

ବିଡିଏର ଭରତପୁର ନେଚର ପାର୍କ ଉଦଘାଟିତ

ବିଡିଏର ଭରତପୁର ନେଚର ପାର୍କ ଉଦଘାଟିତ ଭୁବନେଶ୍ୱର:ଭରତପୁରସ୍ଥିତ ପ୍ରକୃତି ଉଦ୍ୟାନକୁ ଆଜି ମାନ୍ୟବର ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ବାରା ପରିଚାଳିତ ଏହି ପାର୍କର ଉଦ୍ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଡିଏ ଅଧିକାରୀମାନେ ଉପସ୍ଥିତ ଥିଲେ। ୫ ଏକର ପରିମିତ ଏବଂ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାର୍କରେ [...]

Chairman 5T & Nabin Odisha, Shri Kartik Pandian visits Maa Barunei Temple in Khordha and Kapileswar Temple

Chairman 5T & Nabin Odisha, Shri Kartik Pandian visits Maa Barunei Temple in Khordha and Kapileswar Temple in Bhubaneswar. Sh Pandian reviewed the progress of Development of Maa Barunei Temple in Khordha. ⁠Later, he visited the famous Kapileshwar Temple in Bhubaneswar and interacted with Sebayats and discussed on the development [...]

ବଢିଲା ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ବଢିଲା ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି ଚାରୋଟି categoryରେ ବୃଦ୍ଧି ୪୫୦, ୫୦୦, ୫୫୦, ୬୦୦ ଭୁବନେଶ୍ବର14.03. ୨୦୨୪ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । [...]

ଭଞ୍ଜଭାରତୀ ପକ୍ଷରୁ ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହ

ଭୁବନେଶ୍ଵର ଭଞ୍ଜଭାରତୀ ପକ୍ଷରୁ ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହ ଜୟଦେବ ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଶବ୍ଦର ଯଥାର୍ଥ ପ୍ରୟୋଗ ଓ ଆଳଙ୍କାରିକ ସନ୍ନିବେଶରେ ନିପୁଣ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ଶବ୍ଦଶିଳ୍ପର ଅନନ୍ୟ ସୁପତି । ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ତ୍ରିଦିବସୀୟ ଓଡିଆ ସାହିତ୍ୟ ସମାରୋହର ‘ଭଞ୍ଜନିକୁଞ୍ଜ’କାର୍ଯ୍ୟକ୍ରମରେ ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ସଭାପତି ନୀଳାଦ୍ରିମୋହନ ଶତପଥୀଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। [...]

ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପା ସହାୟତା

  ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକରେ ବୃଦ୍ଧି ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପା ସହାୟତା ଭୁବନେଶ୍ବର,13 March 2024 ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ [...]

ବଢିଲା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତା

ଭୁବନେଶ୍ୱର:ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ବଢିଲା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ ଓ ବୈଠକ ଭତ୍ତା ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା, ଜିଲ୍ଲା ପରିଷଦ ଉପ-ସଭାପତି ୭,୦୪୦ ଟଙ୍କା ପରିବର୍ତ୍ତେ ୨୦,୦୦୦ ଟଙ୍କା ପାଇବେ। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା, ପଞ୍ଚାୟତ ସମିତି [...]