Search for:
  • Home/
  • Month: February 2024

ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌, ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ବଲାଙ୍ଗିରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌, ୧୬.୫୦ ଲକ୍ଷ ଲୋକ ଉପକୃତ ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି [...]

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଯୁବକ ଯୁବତୀମାନଙ୍କ ପାଇଁ ବ୍ୟବସାୟରେ ବିପୁଳ ସୁଯୋଗ

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’ – ସ୍ୱତନ୍ତ୍ର ଯୁବ ଉଦ୍ୟମୀ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଯୁବକ ଯୁବତୀମାନଙ୍କ ପାଇଁ ବ୍ୟବସାୟରେ ବିପୁଳ ସୁଯୋଗ ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବ ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ ରାଜ୍ୟ ସରକାର ଖର୍ଚ୍ଚ କରିବେ ୪୪୮ କୋଟି ଟଙ୍କା, ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ [...]

ଓଡ଼ିଶା-ମୋ ପରିବାର ଏବଂ ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଶା-ମୋ ପରିବାର ଏବଂ ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଭୁବନେଶ୍ୱର:ଦିଲ୍ଲୀର ପ୍ରମୁଖ ଓଡ଼ିଆ ସଂଗଠନ, ଓଡ଼ିଆ କଲଚରାଲ ଏବଂ ୱେଲଫେୟାର ଆସୋସିଏସନ୍,ଭାରତୀୟ ରେଡ଼କ୍ରସ ସୋସାଇଟି ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରାଣିତ ସାମାଜିକ ଅନୁଷ୍ଠାନ ଓଡ଼ିଶା- ମୋ ପରିବାର ମିଳିତ ଆନୁକୂଲ୍ୟରେ ଦିଲ୍ଲୀର ୱେଷ୍ଟପଟେଲ ନଗରସ୍ଥିତ ରଣଜିତ୍ ନଗରଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ [...]

ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗିତା

ଭୁବନେଶ୍ୱରରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗିତା ଆୟୋଜିତ ଭୁବନେଶ୍ୱର:ଆଜି ତା, ୧୧/୦୨/୨୦୨୪ ଭୁବନେଶ୍ୱର- ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଟ୍ରାନ୍ସ ଜେଣ୍ଡର ଆସୋସିଏସଅନ ମାନଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ହୋଟେଲ ପ୍ରିନ୍ସ ଠାରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା -୨୦୨୪  ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୫୦ ଜଣ ଟ୍ରାନ୍ସ ଜେଣ୍ଡର ମାନଙ୍କ ମଧ୍ୟରୁ ବ୍ଲାକ କୁଇନ ଜେନା ଟ୍ରାନ୍ସ [...]

ସାତକଡି ହୋତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସାତକଡି ହୋତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଭୁବନେଶ୍ୱର-ତା.୧୧.୦୨.୨୦୨୪-ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବର୍ଗତ ହୋତାଙ୍କ ବାସଭବନ ଯାଇ ସେଠାରେ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶବଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । [...]

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ପୁରସ୍କାର ଉତ୍ସବ ସହିତ ଭାରତନାଟ୍ୟମ ଓ ସମସାମୟିକ ସମରକଳା ନୃତ୍ୟ

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ପୁରସ୍କାର ଉତ୍ସବ ସହିତ ଭାରତନାଟ୍ୟମ ଓ ସମସାମୟିକ ସମରକଳା ନୃତ୍ୟ ଭୁବନେଶ୍ୱର (ଧଉଳି) : ୧୧.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‌ର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ପୁରସ୍କାର ଉତ୍ସବ [...]

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌

  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌ ବନ୍ଧେଇ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ସରକାର ଗ୍ରହଣ କଲେ କେନ୍ଦୁପତ୍ର ତୋଳାଳି ମାନଙ୍କ ସାମାଜିକ ସୁରକ୍ଷାରେ ସାମିଲ ହେବା ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି କେନ୍ଦୁପତ୍ର ତୋଳାଳି ପରିବାରର ଦୁଇଟି ଝିଅ ବାହାଘର ପାଇଁ ସହାୟତା, ପ୍ରତ୍ୟେକ ଝିଅ ବାହାଘର [...]

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ

  ବିଶିଷ୍ଟ ସାହିତ୍ଯିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ ଭୁବନେଶ୍ଵର ୧୧ ଫେବୃଆରୀ ୨୦୨୪ ବିଶିଷ୍ଟ ସାହିତ୍ଯିକ, ଓଡିଶା ସାହିତ୍ଯ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ରାଜ୍ଯର ଜଣେ ପ୍ରତିଷ୍ଠିତ ତଥା ଖ୍ଯାତି ସମ୍ପନ୍ନ ସାହିତ୍ଯିକ ଭାବେ ସାତକୋଡି ହୋତାଙ୍କ [...]

ନିୟମଗିରି ସୁରକ୍ଷା ସମିତିର ଦୁଇ ଲଢ଼ୁଆ ସାଥୀ ଦୀର୍ଘ ୬ ମାସ ପରେ ଜେଲ୍ ରୁ ମୁକ୍ତ:ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା

ନିୟମଗିରି ସୁରକ୍ଷା ସମିତିର ଦୁଇ ଲଢ଼ୁଆ ସାଥୀ ଦୀର୍ଘ ୬ ମାସ ପରେ ଜେଲ୍ ରୁ ମୁକ୍ତ  ସଂଗଠନ ପକ୍ଷରୁ ଶୁଭେଚ୍ଛା ଭୁବନେଶ୍ୱର ତା ୧୦/୦୨/୨୪: ନିୟମଗିରି ସୁରକ୍ଷା ଆନ୍ଦୋଳନର ଦୁଇ ଲଢ଼ୁଆ ଯୁବ ସାଥି କୃଷ୍ଣ ସିକକା ଓ ଉପେନ୍ଦ୍ର ବାଗ୍ ବିଭିନ୍ନ ମିଛ ମକଦ୍ଦମାରେ ଦୀର୍ଘ ୬ ମାସ କାଳ ଜେଲରେ ରହିବା ପରେ ଗତକାଲି ଖଲାସ୍ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଜୀବନ ଓ [...]