Search for:
  • Home/
  • Month: February 2024

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୩୫,୦୦୦ ନିଯୁକ୍ତି ସୁଯୋଗ

  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୩୫,୦୦୦ ନିଯୁକ୍ତି ସୁଯୋଗ ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ, 5T ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି, ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶ ସ୍ଥଳୀ- ମୁଖ୍ୟମନ୍ତ୍ରୀ JSW ଦ୍ୱାରା ବର୍ଷକୁ ୧୩.୨ ମିଲିଅନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ, [...]

୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ,ଶିଳ୍ପ ଧର୍ମଘଟ

୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ,ଶିଳ୍ପ ଧର୍ମଘଟ ଓ ଗ୍ରାମୀଣ ଭାରତ ବନ୍ଦକୁ ସଫଳ ପାଇଁ ନିବେଦନ ସହିତ ଶମ୍ଭୁ ସୀମା ରେ କୃଷକ ଆନ୍ଦୋଳନ ଉପରେ ସରକାରଙ୍କ ଦମନକୁ ନିନ୍ଦା l ଭୁବନେଶ୍ୱର,ତା୧୫.୦୨.୨୪:ଦିଲ୍ଲୀ-ହରିୟାଣାର ଶମ୍ଭୁ ସୀମାରେ ଉଭୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାର ଏବଂ ହରିୟାଣା ରାଜ୍ୟର ବିଜେପି ସରକାର କୃଷକ ଆନ୍ଦୋଳନ କୁ ଯେଉଁଭଳି ଭାବେ ଦମନ କରିଛନ୍ତି, ତାହାକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ କେନ୍ଦ୍ରୀୟ [...]

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

  ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ଭୁବନେଶ୍ବର,୧୫.୦୨.୨୦୨୪ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜ [...]

ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

  ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଯୋଗାଯୋଗ ହେଉଛି ବିକାଶର ଆଧାର, ଆମ ଅର୍ଥନୀତିର ମୁଖ୍ୟ ଶକ୍ତି, ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ – ମୁଖ୍ୟମନ୍ତ୍ରୀ ସହରର ପରିଚୟ ସୃଷ୍ଟି କରିବାରେ ବସ୍‌ ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ, ବସ୍‌ ଷ୍ଟାଣ୍ଡ ଗୁଡିକ ଆପଣମାନଙ୍କର ସମ୍ପତ୍ତି, ଏହାର [...]

ଫେବୃଆରୀ ୧୬ କୃଷକ -ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କୁ ସିପିଆଇ ଏମ୍ ଏଲ ରେଡଷ୍ଟାର ର ସମର୍ଥନ

ଫେବୃଆରୀ ୧୬ କୃଷକ -ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କୁ ସିପିଆଇ ଏମ୍ ଏଲ ରେଡଷ୍ଟାର ର ସମର୍ଥନ, ଭୁବନେଶ୍ୱର: ତା ୧୪/୦୨ ସଂଯୁକ୍ତ କିଶାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡୟୁନିୟନ ଏବଂ ସ୍ଵାଧୀନ ଫେଡେରେସନ ପକ୍ଷରୁ ମୋଦି ସରକାରର ଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ୧୬ ଫେବୃଆରୀ ଗ୍ରାମୀଣ ଭାରତ ବନ୍ଦ ଏବଂ ଇଣ୍ଡଷ୍ଟ୍ରିଆଲ୍ ଷ୍ଟ୍ରାଇକ୍ କୁ ସଫଳ କରିବା ପାଇଁ ସିପିଆଇ ଏମ୍ ଏଲ ରେଡଷ୍ଟାର ପାର୍ଟି ର ସମର୍ଥନ [...]

ଦିନିକିଆ ଓଡିଶା ଗସ୍ତରେ ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନ

ଦିନିକିଆ ଓଡିଶା ଗସ୍ତରେ ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନ ଓଡିଶାରେ ଚାଲିଛି ‘ଆଉଟସୋର୍ସିଂ’ ସରକାର : ଶିବରାଜ ସିଂହ ଚୌହ୍ୱାନ  ଓଡିଶାରେ ମୋଦିଜୀଙ୍କ ଯୋଜନାକୁ “ନବୀନଙ୍କ ନାଁରେ” ବ୍ରାଣ୍ଡିଂ କରାଯାଉଛି  ନବୀନ ସରକାରରେ ଓଡ଼ିଶା ଆଗକୁ ବଢ଼ିପାରିବ ନାହିଁ  ବିଜେପି ସରକାରକୁ ଆସିଲେ ଓଡିଶା ଦେଶର ୧ନମ୍ବର ରାଜ୍ୟ ହେବ  ଲୋକସଭାରେ ଅଧିକ ସିଟ ପାଇବା ସହ ବିଧାନସଭାରେ [...]

ଓଡିଶା ପରିବାର ସହଯୋଗରେ ରାଜସ୍ଥାନରୁ ଶେଖ୍ ରସିଦ୍ ଖାଁଙ୍କ ମରଶରୀର ନିଜ ଗ୍ରାମକୁ ଆସିଲା

ଓଡିଶା ପରିବାର ସହଯୋଗରେ ରାଜସ୍ଥାନରୁ ଶେଖ୍ ରସିଦ୍ ଖାଁଙ୍କ ମରଶରୀର ନିଜ ଗ୍ରାମକୁ ଆସିଲା ଭୁବନେଶ୍ଵର- ତା.୧୪.୦୨.୨୦୨୪ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସୋମଣା ଶାସନ ଗ୍ରାମପଞ୍ଚାୟତ ବରଦାପଡା ଗ୍ରାମର ଶେଖ୍ ରସିଦ ଖାଁ ରାଜସ୍ଥାନର ଆଜମେରକୁ ତୀର୍ଥରେ ଯାଇଥିବାବେଳେ ଗତ ୧୧ତାରିଖରେ ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ତାଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପାଦନ ପାଇଁ ସରପଞ୍ଚ ନର୍ଗିସ ବେଗମ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବା ପରେ [...]

ବିଶ୍ୱକର୍ମା ଯୋଜନା କାଯ୍ୟାନ୍ୱୟନ କ୍ଷେତ୍ରରେ ରାଜ୍ୟ ସରକାର ଉଦାସୀନ : ପ୍ରଦୀପ ବର୍ମା

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଶ୍ୱକର୍ମା ଯୋଜନା କାଯ୍ୟାନ୍ୱୟନ କ୍ଷେତ୍ରରେ ରାଜ୍ୟ ସରକାର ଉଦାସୀନ : ପ୍ରଦୀପ ବର୍ମା  ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ତତ୍ପରତା ପ୍ରକାଶ କରିବା ଆବଶ୍ୟକ  ଦେଶର ଶିଳ୍ପୀ ଓ କାରୀଗର କୁଳ ଯୋଗୁଁ ଯେଉଁ ସୁଖ୍ୟାତି ଓ ଅର୍ଥନୈତିକ ସମୃଦ୍ଧି ଥିଲା ତାହା ପୁନର୍ଜିବିତ ହେବ  ବିଶ୍ୱକର୍ମା ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଂଚିତ [...]

ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା

  ବରିଷ୍ଠ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦ ପୂର୍ବରୁ ବରିଷ୍ଠ ବୁଣାକାର ମାନେ ମାସକୁ ୫୦୦ ଟଙ୍କା ସହାୟତା ପାଉଥିବା ବେଳେ, ବରିଷ୍ଠ [...]

କଳାକାର ମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦ ଉପକୃତ ହେବେ ୮୦ ହଜାର କଳାକାର

  କଳାକାର ମାନଙ୍କ ସହାୟତା ରାଶିରେ ବୃଦ୍ଧି କଳାକାର ମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦ ଉପକୃତ ହେବେ ୮୦ ହଜାର କଳାକାର ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଅନୁରୋଧ ଓ ପ୍ରସ୍ତାବ ଭୁବନେଶ୍ଵର,14/2/24ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, [...]