Search for:
  • Home/
  • Month: February 2024

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି

  ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ୧୦ ହଜାର ନିଯୁକ୍ତି ସୁଯୋଗ ଦକ୍ଷିଣ ଓ ପଶ୍ଚିମ ଓଡିଶାର କପା ଚାଷୀମାନେ ହେବେ ଉପକୃତ ମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଓଡିଶା ସାରା ପୃଥିବୀରେ ସୁନାମ କରିବ ଚୌଦ୍ବାରରେ ଏହି ଶିଳ୍ପ ପୁଞ୍ଜିନିବେଶ [...]

ଭୁବନେଶ୍ୱର ରେ ନାରୀଙ୍କୁ ଅସମାନ |

ଭୁବନେଶ୍ୱର ରେ ନାରୀମାନଙ୍କୁ ଅସମାନ | ଭୁବନେଶ୍ୱର : ମହିଳା ମାନଙ୍କର ଭୁବନେଶ୍ୱର ରେ କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନପଡିବ ସେଥିପାଇଁ ସରକାର ସବୁବେଳେ ତତ୍ପର ଦେଖାଇ ଆସିଛି | ମୋ ବସ ଷ୍ଟାଣ୍ଡ ନିକଟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଶୌଚାଳୟ ମାନ ତିଆରି କରାଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା | ମାତ୍ର ବର୍ତମାନ ତାହାଯେମିତି ଯେଇ କିଛି ଅଧିକାରୀ ଓ କିଛି ଠିକାଦାର ଙ୍କ [...]

ଆମ୍ବୁଲାନ୍ସ ଡ୍ରାଇଭର ଓ ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳିବ ସ୍ବତନ୍ତ୍ର ଭତ୍ତା। ଆମ୍ବୁଲାନ୍ସ ଡ୍ରାଇଭର ଓ ଇଏମଟିଙ୍କ ମାସିକ ଭତ୍ତା ୫ ହଜାର ଟଙ୍କା ଏବଂ ହେଲପରମାନଙ୍କ ଭତ୍ତା ମାସିକ ୩ ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ଫେବ୍ରୁଆରୀରୁ ଏହା ଲାଗୁ ହେବ। ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ। ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ। ବିଭିନ୍ନ ଜିଲ୍ଲାଗସ୍ତ କାଳରେ ଭତ୍ତା ବଢାଇବା ଲାଗି [...]

ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆଜି।

ଭୁବନେଶ୍ୱର:ଆସନ୍ତା କାଲି ଠାରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ଆସନ୍ତା କାଲି ତା ୧୭ରିଖ ଠାରୁ ତା୧୯ ରିଖ ପର୍ଯ୍ୟନ୍ତ ଖଣ୍ଡଗିରି ପନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବିଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ଅନୁଷ୍ଠିତ ହେଉଛି। ଅନୁଷ୍ଠାନ ର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ। କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ସଡ଼ରିପୁ ନୃତ୍ୟ ପରିବେଷଣ [...]

ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍‌, ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌, ୧୫.୫୦ଲକ୍ଷ ଲୋକ ଉପକୃତ ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି [...]

ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା

ଭୁବନେଶ୍ୱର:ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା ଦୋଷୀ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ ସଜା ଦେଲେ ଏଡିଜେ-୧ ଘଟଣାର ୧୦ ବର୍ଷ ପରେ ଦୋଷୀକୁ ଦଣ୍ଡାଦେଶ କଲେ କୋର୍ଟ-୨୦୧୪ରେ ଡାକ୍ତରଙ୍କ ଘରେ ପଶି ୩ ଜଣକୁ ହତ୍ୟା କରିଥିଲା ସ୍ନେହସ୍ୱାକ୍ଷର ଡା. ଅତୁଲ୍ୟ ମେହେର, ତାଙ୍କ କେୟାରଟେକର ଓ ଜଣେ ନାବାଳକକୁ ମାରିଥିଲା ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟା କରିଥିଲା [...]

5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ

  ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ୬ଟି ଜିଲ୍ଲାର ୧୩୬୩ଟି ପଞ୍ଚାୟତରେ ୧୯୮ଟି ବସ୍‌, ୭୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ ଖୋର୍ଦ୍ଧାର ୧୫୪ଟି ପଞ୍ଚାୟତରେ ୨୨ଟି ବସ୍‌, ୧୫.୫୦ଲକ୍ଷ ଲୋକ ଉପକୃତ ପୁରୀର ୪୩୩ଟି ପଞ୍ଚାୟତରେ ୪୪ଟି [...]

୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ : ଭୁବନେଶ୍ୱରରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ

୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ : ଭୁବନେଶ୍ୱରରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ ଭୁବନେଶ୍ୱର,ତା:୧୬/୦୨/୨୪-ଦିଲ୍ଲୀ -ହରିୟାଣାର ଶମ୍ଭୁ ସୀମାରେ ମୋଦି ସରକାର ଏବଂ ହରିୟାଣାର ବିଜେପି ସରକାର କୃଷକ ଆନ୍ଦୋଳନର ଦମନ ବିରୋଧ ରେ ପ୍ରତିବାଦ ସହିତ ୨୧ ଦଫା ସମ୍ବଳିତ ଦାବି ନେଇ ଦେଶଵ୍ୟାପୀ ଆହୁତ ହରତାଳ/ ଗ୍ରାମୀଣ ଭାରତ ବନ୍ଦରେ ଓଡିଶାର ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନେ ସକ୍ରିୟ ଭାବେ ସାମିଲ [...]

Hon’ble Chief Minister of Odisha lays the foundation stone for JSW’s Mega Integrated Green Steel Manufacturing Complex

Hon’ble Chief Minister of Odisha lays the foundation stone for JSW’s Mega Integrated Green Steel Manufacturing Complex   JSW Steel & JSW Group entities propose to invest approx. Rs 65,000 crore in multiple phases Employment potential of approx.30,000 Direct & Indirect Jobs The Integrated Manufacturing Complex Wheelhouse integrated steel manufacturing [...]

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର

ମାଲେସିଆରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧର କଲା ଓଡ଼ିଶା-ମୋ ପରିବାର ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ତାରାକାନ୍ତ ମଲ୍ଲିକ (୪୨ବର୍ଷ) ଦୀର୍ଘ ୭ବର୍ଷ ପୂର୍ବରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଜଣେ ଦଲାଲଙ୍କ ପ୍ରରୋଚନାରେ ସୁଦୂର ମାଲେସିଆକୁ ଯାଇଥିଲେ । କିନ୍ତୁ, ସେଠାରେ ପହଞ୍ଚିଲା ପରେ କଥା ଓଲଟା ହୋଇଯାଇଥିଲା । ଯାହାକି, ତାଙ୍କ ପରିବାରବର୍ଗଙ୍କୁ ଏକ ଝଟକା ଲାଗିଥିଲା । ତିନୋଟି ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି [...]