Search for:
  • Home/
  • Month: February 2024

କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା

କର୍କଟ ପିଡ଼ିତା ରିଲି ନାୟକଙ୍କୁ ସମାଜମଙ୍ଗଳ ହୁଣ୍ଡିରୁ ସହାୟତା । ଭୁବନେଶ୍ୱର |- ସତ୍ୟବାଦୀ ଯୁବଛାତ୍ର ସଂଗଠନ ଆନୁକୂଲ୍ୟରେ ଜୟଦେଵ ଭବନ (ପ୍ରଦର୍ଶନୀ ଗୃହ) ଠାରେ ସମାଜର ଅସହାୟ କର୍କଟ ପୀଡିତ/ପିଡ଼ିତାମାନଙ୍କ ଉଦ୍ଦେଶ୍ୟରେ ସେବା ଯୋଗାଉଥିବା ସମାଜମଙ୍ଗଳ ହୁଣ୍ଡିରୁ ନୟାଗଡ଼ ଅଞ୍ଚଳର କର୍କଟ ପିଡ଼ିତା ରିଲି ନାୟକଙ୍କୁ ଦଶ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଛି ସଂଗଠନ ।ହୁଣ୍ଡି ର ପ୍ରତିଷ୍ଠାତା ତଥା ସମାଜସେବୀ ମହାସଙ୍ଘ ର ରାଜ୍ୟ ସଭାପତି [...]

ଦର୍ଶକଙ୍କୁ ବାନ୍ଧି ରଖିଲା ସନମ୍ ପୁରୀ ଲାଇଭ ଶ୍ରୋତାଙ୍କୁ ଛୁଇଁଲା ପ୍ରଜ୍ଞାଙ୍କ ଗୀତ

ଦର୍ଶକଙ୍କୁ ବାନ୍ଧି ରଖିଲା ସନମ୍ ପୁରୀ ଲାଇଭ ଶ୍ରୋତାଙ୍କୁ ଛୁଇଁଲା ପ୍ରଜ୍ଞାଙ୍କ ଗୀତ ଭୁବନେଶ୍ଵର – କ୍ୟା ହୁଆ ତେରା ୱାଦା ….। ଏହି ଗୀତ ଶୁଣି ଶ୍ରୋତା ଜାଣି ଯାଇଥିଲେ ମଞ୍ଚରେ କିଏ ଗୀତ ଗାଉଛନ୍ତି। ୨୦୧୪ରେ ଖୁବ୍ ଆଦର ଲାଭ କରିଥିବା ଏହି ଗୀତକୁ ସନମ୍ ପୁରୀ ଓ ତାଙ୍କ ସାଥୀ କଳାକାର ମାନେ ଏକ ଭିନ୍ନ ଢ଼ଙ୍ଗରେ ପରିବେଷଣ କରିଥିଲେ। ଏହା ପରେ ସନମଙ୍କ ଗୀତରେ [...]

ମୁକ୍ତ ମଞ୍ଚରେ ଓଡ଼ିଶାର ଲୋକକଳା କଳାକାରଙ୍କ ମନରେ ଅସୁମାରୀ ଉତ୍ସାହ ଓ ଉଦ୍ଦୀପନା

ମୁକ୍ତ ମଞ୍ଚରେ ଓଡ଼ିଶାର ଲୋକକଳା କଳାକାରଙ୍କ ମନରେ ଅସୁମାରୀ ଉତ୍ସାହ ଓ ଉଦ୍ଦୀପନା ଭୁବନେଶ୍ୱର- ଓଡ଼ିଶାର ପାରମ୍ପରିକ ନୃତ୍ୟ ସଦାବେଳେ ଦର୍ଶକଙ୍କ ମନ ଜିଣି ଆସିଛି। ଆମ ରାଜ୍ୟରେ ଅନେକ ଲୋକନୃତ୍ୟ ଅଛି ଯାହା ଅନେକ ଦେଖି ନଥିବେ। ଲୋକକଳା ଓ ଲୋକନୃତ୍ୟ କିଭଳି ଦର୍ଶକଙ୍କ ପାଖେ ସବୁବେଳେ ପହଞ୍ଚି ପାରିବ ସେ ନେଇ ସରକାରଙ୍କ ଉଦ୍ୟମ ରହି ଆସିଛି। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର [...]

ଅନୁରାଧା, ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଶ୍ରୋତା ‘ସଙ୍ଗୀତର ମୂର୍ଚ୍ଛନା’ ର ସନ୍ଧ୍ୟା

ଅନୁରାଧା, ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଶ୍ରୋତା ‘ସଙ୍ଗୀତର ମୂର୍ଚ୍ଛନା’ ର ଦ୍ୱିତୀୟ ସନ୍ଧ୍ୟା ଭୁବନେଶ୍ୱର- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ପକ୍ଷରୁ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବର ସଙ୍ଗୀତର ମୂର୍ଚ୍ଛନା କାର୍ଯ୍ୟକ୍ରମର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ସନ୍ଧ୍ୟାର ସଙ୍ଗୀତ ଆସରର ନାମ ସଂଗୀତର ତାଳେ ତାଳେ ରହିଛି। ସନ୍ଧ୍ୟାରେ ଦୁଇ ବରିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଓ ସୁରେଶ ୱାଦକରଙ୍କ ସଙ୍ଗୀତରେ ମୁଗ୍ଧ ହୋଇଥିଲେ ଶ୍ରୋତା। ତାଙ୍କ କଣ୍ଠରୁ [...]

ବିଧାନସଭା ରେ ଭାଷା ଆଇନ ପୁସ୍ତକ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ ।

  ବିଧାନସଭା ରେ ଭାଷା ଆଇନ ପୁସ୍ତକ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ । ଭୁବନେଶ୍ୱର:୪.୨.୨୦୨୪ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ” ବିଧାନ ସଭାରେ ଭାଷା ଆଇନ” ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୪୮ମସିହା ରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନା ଠାରୁ ଆରମ୍ଭ କରି ୧୯୫୪ଭାଷା ଆଇନ ପାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ [...]

ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଲେ

  ଅକ୍ଷର ଭୂମିର ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ରୁଚିପୂର୍ଣ୍ଣ କଳାକୃତି ପାଇଁ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଲେ ଭୁବନେଶ୍ୱର ତା.୦3.୦୨.୨୦୨4ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି। ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ସ୍ମୃତିକୁ ଚିରସ୍ମରଣୀୟ କରିବା ସହିତ ଏହି ସମ୍ମିଳନୀର ସ୍ମାରକୀ ଭାବେ ଅକ୍ଷର ଭୂମି, ଓଡିଆ ଭାଷା, [...]

ଶୀତୁଆ ସନ୍ଧ୍ୟାରେ ଜମୁଛି ଖାଦ୍ୟର ଆସର ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟ

ଶୀତୁଆ ସନ୍ଧ୍ୟାରେ ଜମୁଛି ଖାଦ୍ୟର ଆସର ଆମ ବ୍ୟଞ୍ଜନରେ ଭଳିକି ଭଳି ଖାଦ୍ୟ ମିଶନ ଶକ୍ତି ଷ୍ଟଲରେ ମା’ଙ୍କ ହାତ ତିଆରି ଖାଦ୍ୟର ମଜା ଭୁବନେଶ୍ଵର -ଲୋକଙ୍କ ଗହଳି ସହିତ ଖାଦ୍ୟ ଓ ମନୋରଞ୍ଜନରେ ଝୁମୁଛି ପ୍ରଦର୍ଶନୀ ପଡିଆ l ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ଵାରା ୩ ରୁ ୯ ଫେବୃଆରୀ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏକାମ୍ର ଉତ୍ସବରେ ଚଳିତ ଥର ମୁଖ୍ୟ ଆକର୍ଷଣ ସାଜୁଛି “ଓଡ଼ିଆ ବ୍ୟଞ୍ଜନ” [...]

କାହାଣୀ ଉତ୍ସବରେ ଓଡ଼ିଶାର କଥା ପାର୍କରେ ଆରମ୍ଭ ହେଲା ଗପ ଆସର

କାହାଣୀ ଉତ୍ସବରେ ଓଡ଼ିଶାର କଥା ପାର୍କରେ ଆରମ୍ଭ ହେଲା ଗପ ଆସର ସବୁବର୍ଗଙ୍କୁ ଆକର୍ଷିତ କରିଛି ଏଥର କାହାଣୀ ଉତ୍ସବ ଭୁବନେଶ୍ଵର -ଚାଲିଛି କାହାଣୀର ସମ୍ଭାର l ରାଜ୍ୟରେ ପ୍ରଥମ ଥର ବିଶ୍ଵ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ବର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସହରର ୪ ଗୋଟି ପାର୍କରେ ଆରମ୍ଭ ହୋଇଛି ଭୁବନେଶ୍ୱର କାହାଣୀ ଉତ୍ସବ। ଏହି କାହାଣୀ [...]

ଖୋକା ଭାଇଙ୍କ ସଙ୍ଗୀତର ମୂର୍ଚ୍ଛନାରେ ହଜିଲେ ଶ୍ରୋତା

ଆରମ୍ଭ ହେଲା ଏକାମ୍ର ଉତ୍ସବ ଖୋକା ଭାଇଙ୍କ ସଙ୍ଗୀତର ମୂର୍ଚ୍ଛନାରେ ହଜିଲେ ଶ୍ରୋତା ସବୁବର୍ଗଙ୍କୁ ଆକର୍ଷିତ କଲା ଭୁବନେଶ୍ଵର କାହାଣୀ ଉତ୍ସବ ଆମ ବ୍ୟଞ୍ଜନରେ ଭଳିକି ଭଳି ଓଡ଼ିଆ ଖାଦ୍ୟ   ଭୁବନେଶ୍ଵର -ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଯାଇଛି ଏକାମ୍ର ଉତ୍ସବ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ [...]

ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ

ଆଜିଠୁ ଭୁବନେଶ୍ଵର କାହାଣୀ ଉତ୍ସବ ବିଡିଏ ପକ୍ଷରୁ ଆୟୋଜିତ ହେବ ତୃତୀୟ ସଂସ୍କରଣ ଭୁବନେଶ୍ଵର: ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ସପ୍ତାହେ ବ୍ୟାପୀ ଏକାମ୍ର ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଫେବୃଆରୀ ୩ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଉତ୍ସବରେ ଏକାଧିକ କାର୍ଯକ୍ରମ ହେଉଥିବା ବେଳେ, ଭୁବନେଶ୍ୱର କାହାଣୀ ଉତ୍ସବ ବର୍ତ୍ତମାନ ଏହାର ତୃତୀୟ ସଂସ୍କରଣରେ ପଦାର୍ପଣ କରିବାକୁ ଯାଉଛି। ସହରର ପ୍ରମୁଖ ୪ଟି ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା [...]