Search for:
  • Home/
  • Month: February 2024

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ ପଚିଶ ଏକର ପରିମିତ କ୍ୟାମ୍ପସ ରେ ପଢ଼ିବେ ୧୦୦୦ ରୁ ଅଧିକ ଉଚ ମାଧ୍ୟମିକ ଛାତ୍ର ଛାତ୍ରୀ ଖର୍ଚ୍ଚ ହୋଇଛି ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବର୍ତ୍ତମାନ ସୁଦ୍ଧା ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପିତ ଭୁବନେଶ୍ୱର ତା.୦୭.୦୨.୨୦୨4 ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଅନ୍ଧାରୁଆଠାରେ ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟର ନୂତନ କ୍ୟାମ୍ପସର ଶୁଭ ଉଦ୍‌ଘାଟନ [...]

ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ

ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧୂଳିସାତ କରୁଥିବା ନବୀନ ସରକାର ବିରୁଦ୍ଧରେ ବିକ୍ଷୋଭ କଲା ବିଜେପି ଯୁବମୋର୍ଚ୍ଚା ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ପୂରାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ :ଅଭିଳାଷ ପଣ୍ଡା ଭୁବନେଶ୍ୱର,ତା.୦୮/୦୨: ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି ବିଜୁ ଜନତା ଦଳ । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା [...]

ମୁଖ୍ୟ ଆକର୍ଷଣ ସାଜିଲେ ସୋନା ଓ ଋତୁରାଜ

ଏକାମ୍ର ଉତ୍ସବର ସାରେ ମୁଖ୍ୟ ଆକର୍ଷଣ ସାଜିଲେ ସୋନା ଓ ଋତୁରାଜ ଭୁବନେଶ୍ୱର,-ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସଙ୍ଗୀତର ମୂର୍ଚ୍ଛନାର ବୁଧବାର ପଞ୍ଚମ ସନ୍ଧ୍ୟାରେ ରେ ବସନ୍ତର ସ୍ବର ଥିମ୍‌ ରହିଥଲା। ସନ୍ଧ୍ୟାରେ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ମୁଖ୍ୟ ଆାକର୍ଷଣ ସାଜିଥିଲେ ବିଶିଷ୍ଟ କଣ୍ଠଶୀଳ୍ପି ସୋନା ମହାପାତ୍ର। ସୋନାଙ୍କ [...]

ପର୍ବପର୍ବାଣୀ ଅନୁସାରେ ବଦଳୁଛି ଖାଦ୍ୟର ତାଲିକା

ପର୍ବପର୍ବାଣୀ ଅନୁସାରେ ବଦଳୁଛି ଖାଦ୍ୟର ତାଲିକା – ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଆମ ବ୍ୟଞ୍ଜନରେ ଗହଳି ଦିନକୁ ଦିନ ବଢି ଚାଲିଛି। ଭଳିକି ଭଳି ଖାଦ୍ୟ ପସରା ଦର୍ଶକଙ୍କୁ ଆକର୍ଷିତ କରୁଛି।  ଆମ ବ୍ୟଞ୍ଜନରେ ମଣୋହିରେ ୪ ଟି ଷ୍ଟଲ୍ ରହିଛି। ପ୍ରଥମ ଷ୍ଟଲ ରେ ଓଡ଼ିଶା ଖାଦ୍ୟର ସମ୍ଭାରରେ ଉତ୍ସବ ପାଇଁ ପ୍ରତି ଦିନ ବଦଳୁଛି ଖାଦ୍ୟର ତାଲିକା। କୁହାଯାଏ ଓଡ଼ିଶାରେ ବାର [...]

ସୋନୁଙ୍କ ଶାନଦାର୍ ପ୍ରଦର୍ଶନ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା

ସୋନୁଙ୍କ ଶାନଦାର୍ ପ୍ରଦର୍ଶନ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା ଭୁବନେଶ୍ୱର-ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସସ୍ଥ ସନ୍ଧ୍ୟା ଥିଲା ଖୁବ୍ ନିଆରା। ସନ୍ଧ୍ୟାରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କର ଶାନଦାର୍ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସୋନୁଙ୍କୁ ଦେଖିବକୁ ସମସ୍ତ ସିଟ୍ ଫୁଲ୍ ହେବା ସହ ଛିଡା ହୋଇ ମଧ୍ୟ ଦର୍ଶକ ତାଙ୍କୁ ଲାଇଭ ଦେଖିବାର ସୁଯୋଗ ମିସ୍ କରି ନଥିଲେ। ୫୦ ରୁ ଉର୍ଦ୍ଧ୍ବ [...]

Bharat Rang Mahotsav 2024

25th year of Bharat Rang Mahotsav 2024   · Padmashri Awardee and Chairperson NSD Sh. Paresh Rawal,other prominent theater artists, and actors joined theopening ceremony and red-carpet event at NCPA, inaugurated by Hon’ble Governor of Maharashtra Shri Ramesh Bais · Renowned actor and NSD AlumnusSh. Pankaj Tripathi is the ‘Rang [...]

ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର

ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର ଭୁବନେଶ୍ଵର -ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଚତୁର୍ଥ ସନ୍ଧ୍ୟା ମଙ୍ଗଳବାର ସଂଗୀତର ମୂର୍ଚ୍ଛନା ସନ୍ଧ୍ୟାରେ ଭାଷା ହିଁ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ରହିଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ହସ୍ତଶିଳ୍ପ ବୟନ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ରୀତା [...]

୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ ହେଲେ

  ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ ହେଲେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଲା ଗତ ଅଗଷ୍ଟ ରେ ମୁଖ୍ୟମନ୍ତ୍ରୀ ୪.୧୩ ଲକ୍ଷ ଅତିରିକ୍ତ ଆବେଦନ ଅନୁମୋଦନ କରିଥିଲେ ମାସକୁ ରାଜ୍ୟ ସରକାର ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରୁ ମିଳିଥିଲା ଅନୁରୋଧ ଭୁବନେଶ୍ଵର:୬ଜାନୁଆରୀ ୨୦୨୪ରାଜ୍ୟ ସାମାଜିକ ସୁରକ୍ଷା [...]

ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଖୋଲା ଚିଠି

ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଖୋଲା ଚିଠି ଭୁବନେଶ୍ୱର, ତା୬/୨/୨୪: ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର କୁଟ୍ରୁମାଳି, ତିଜିମାଳି, ମାଁଝିଂମାଳି ଅଞ୍ଚଳର ସ୍ଥାନୀୟ ଜନସାଧାରଣ ମା’ ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ବରେ ଭାରତର ମାନନୀୟା ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ପ୍ରେରଣ କରିଛନ୍ତି । ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସେମାନେ ଏହି ଖୋଲା ଚିଠି ରେ ରାଷ୍ଟ୍ରପତିଙ୍କୁ ସାଧାରଣତନ୍ତ୍ର ଦିବସର [...]