Search for:
  • Home/
  • Month: February 2024

ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହା ସମାବେଶ

  ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହା ସମାବେଶ ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାନେ ଭଲ କାମ କରୁଛନ୍ତି ଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର,ଫେବୃୟାରୀ ୧୦, ୨୦୨୪ [...]

୨୦ତମ ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

କଥକ ଓ ଓଡ଼ିଶୀ ନୃତ୍ୟ ସହିତ ମୟୁରଭଞ୍ଜ ଛଉ ନୃତ୍ୟରେ ଦର୍ଶକ ବିଭୋର (୨୦ତମ ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସଂଧ୍ୟା) ଭୁବନେଶ୍ୱର (ଧଉଳି ) : ୧୦.୦୨.୨୦୨୪ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‌ ଦ୍ୱାରା ଆୟୋଜିତ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ୱିତୀୟ ସଂଧ୍ୟା । ଐତିହାସିକ ଧଉଳି ପାହାଡ଼ର [...]

୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୪ ଉଦ୍‌ଘାଟିତ ।

କଣ୍ଠ ସଙ୍ଗୀତ, ଓଡ଼ିଶୀ ଏବଂ ସମରକଳା (ରାଇବାଂଶେ) ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୪ ଉଦ୍‌ଘାଟିତ । ଭୁବନେଶ୍ୱର (ଧଉଳୀ) : ୦୯.୦୨.୨୦୨୪ – ଐତିହାସିକ ଧଉଳୀର ପାଦଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‌ ଦ୍ୱାରା ଆୟୋଜିତ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧଉଳି [...]

ଫେସବୁକ୍ ପୋଷ୍ଟକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି

ଭୁବନେଶ୍ୱର: ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ପୋଷ୍ଟରେ ସେ ନାଁ ଉଲ୍ଲେଖ ନ କରି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି । ଆକ୍ଷେପମୂଳକ ପ୍ରଶ୍ନ ସହ ଏହି ନେତା ଏକ ସ୍କ୍ରିନସଟ୍ ଫଟୋ ବ୍ୟବହାର କରିଛନ୍ତି । ଯାହା କେବଳ ଏକ ଗର୍ହିତ [...]

ଶେଷ ଦିନରେ ଅସମ୍ଭାଳ ଭିଡ଼ ସନ୍ଧ୍ୟାରେ ଯୁବିନ୍

ସରିଲା ଏକାମ୍ର ଉତ୍ସବ ଶେଷ ଦିନରେ ଅସମ୍ଭାଳ ଭିଡ଼ ସନ୍ଧ୍ୟାରେ ଯୁବିନ୍ ମାହୋଲ ଭୁବନେଶ୍ଵର -ଓଡ଼ିଆ ଭାଷା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବ ଶୁକ୍ରବାର ଶେଷ ହୋଇଛି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରୀପ୍ରେକ୍ଷୀରେ ଏଥର ଏକାମ୍ର ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟକୁ ନେଇ ହୋଇଥିଲା। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ରାଜଧାନୀ [...]

ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ମତପ୍ରକାଶ

ଭାରତୀୟ ନ୍ୟାୟ ସଂହିତା-୨୦୨୩: ଔପନିବେଶିକ ଆଇନର ତଥାକଥିତ “ଭାରତୀୟକରଣ” ନାମରେ ସାର୍ବଜନୀନ ବ୍ୟକ୍ତି ସ୍ୱତନ୍ତ୍ରତା ଓ ମାନବାଧିକାର ଉଲଂଘନ ନିମନ୍ତେ ଅଭିପ୍ରେତ -: ( ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ୍ ରାଇଟସ୍ ପକ୍ଷରୁ ଆୟୋଜିତ ଆଲୋଚନାରେ ମତପ୍ରକାଶ) ପୃଷ୍ଠଭୂମି:ଗତ ୧୧ ଅଗଷ୍ଟ ୨୦୨୩ରେ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍, ୨୦୨୩ ଉପସ୍ଥାପନ କରିଥିଲେ। କିନ୍ତୁ ୧୨ ଡିସେମ୍ବର ୨୦୨୩ରେ ଭାରତୀୟ ନ୍ୟାୟ ସଂହିତା [...]

ଗରିବ ରଞ୍ଜିତ ପରିବାର କୁ ସହାୟ ହେଲା ଓଡିଶା-ମୋ ପରିବାର ରୁଦ୍ର ସାମନ୍ତରାୟ।

ଗୋଟେ ଫୋନ କଲ ରେ ଭୁବନେଶ୍ୱରରୁ ଶବ ଯାଇ ପଂହଚିଲା ଜନ୍ମମାଟି ମୟୁରଭଞ୍ଜରେ ଗରିବ ରଞ୍ଜିତ ପରିବାର କୁ ସହାୟ ହେଲା ଓଡିଶା-ମୋ ପରିବାର ଭୁବନେଶ୍ଵର, ୦୮/୦୨/୨୦୨୪: ମୟୂରଭଞ୍ଜ ଜିଲ୍ଲାର ତୋଟାପଡ଼ା ଅଞ୍ଚଳର ୫୭ବର୍ଷିୟ ରଞ୍ଜିତ ଧର ମହାପାତ୍ର, କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁର୍ଭାଗ୍ୟବଶତଃ, ଗତ କାଲି ସନ୍ଧ୍ୟାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ [...]

ଫାର୍ମାସୀ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ଦିଅନ୍ତୁ : ଅରିଜିତ ପଟ୍ଟନାୟକ

ଓଡ଼ିଶାରେ ସରକାର ଫାର୍ମାସୀ ବିରୋଧି ସରକାର : ଏବିଭିପି ରାତା ରାତି ୧୦୦୨ ପୋଷ୍ଟ ୨୦୩ କେମିତି ହେଲା ? ରାଜ୍ୟ ସରକାର ତୁରନ୍ତ ଫାର୍ମାସୀ ବିଦ୍ୟାର୍ଥୀ ମାନଙ୍କୁ ନ୍ୟାୟ ଦିଅନ୍ତୁ : ଅରିଜିତ ପଟ୍ଟନାୟକ ମାଷ୍ଟରକ୍ୟାଣ୍ଟିନ୍ ଠାରେ ଏବିବିପି ର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ୱର:୦୮,୦୨,୨୦୨୪ । ଓଡିଶାରେ ଦୀର୍ଘ ୨୩ ବର୍ଷ ହେଲା ଗୋଟିଏ ସରକାର ଅଛି ଯିଏ ସ୍ବାସ୍ଥ୍ୟ ସେବାରେ ପଛରେ ଶିକ୍ଷାରେ ପଛରେ ଓ [...]

ବିଦେଶୀ ଟୁର ଅପରେଟର ଏବଂ ଅଂଶୀଦାର ମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ ବୈଠକ ସହିତ ଫାମ୍ ଟ୍ରିମ୍ ଯୋଜନା

ବିଦେଶୀ ଟୁର ଅପରେଟର ଏବଂ ଅଂଶୀଦାର ମାନଙ୍କ ମଧ୍ୟରେ ରାଉଣ୍ଡଟେବୁଲ ବୈଠକ ସହିତ ଫାମ୍ ଟ୍ରିମ୍ ଯୋଜନା ଭୁବନେଶ୍ୱର, ୦୮.୦୨ ୨୦୨୪: ଓଡିଶା ଟ୍ରାଭେଲ ବଜାରର ଆଜି ଦ୍ଵିତୀୟ ଦିନରେ ନିବେଶକଙ୍କ ସହିତ ଶିଳ୍ପ ହିତାଧିକାରୀମାନଙ୍କର ରାଉଣ୍ଡଟେବୁଲ, ବି୨ଜି ବୈଠକ ଏବଂ ଓଡିଶାର ୭୦ଟି ଡିଟିଓ ଓ ୫୦ରୁ ଅଧିକ ସେଲରଙ୍କ ମଧ୍ୟରେ କୋଣାର୍କସ୍ଥିତ ଇକୋ ରିଟ୍ରିଟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାଛଡା ଇକୋ ରିଟ୍ରିଟ୍ ଭିତରକନିକା ଓ [...]