Search for:
  • Home/
  • Month: January 2024

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସବୁ ବିଭାଗ ଚଳଚଞ୍ଚଳ, ଉତ୍ସାହର ବାତାବରଣ ସୃଷ୍ଟି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥଗାରରେ ପ୍ରଦର୍ଶିତ ହେଲା ନାଟକ ବକ୍ସି ଜଗବନ୍ଧୁ ଭୁବନେଶ୍ୱର,୨୯/୦୧/୨୦୨୪ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟର ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ଭିନ୍ନ ଭିନ୍ନ [...]

୫ଟି ଜିଲ୍ଲା – ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡାର ଦଶ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ,

  ୫ଟି ଜିଲ୍ଲା – ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡାର ଦଶ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ ସମଙ୍ଗ ଠାରେ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଲେ 5T ଅଧ୍ୟକ୍ଷ, ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଲେ ଶ୍ରୀମନ୍ଦିର ତଥା ଅନ୍ୟ ଆଧ୍ୟାତ୍ମିକ ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ପାଣ୍ଡିଆନ୍ ଙ୍କ ଉଚ୍ଚପ୍ରଶଂସା କଲେ ଶ୍ରଦ୍ଧାଳୁମାନେ [...]

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ

  5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ ଚତୁର୍ଥ ପର୍ଯ୍ୟାୟରେ ୧୭୯୪ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ ପୂର୍ବରୁ ୩ଟି ପର୍ଯ୍ୟାୟରେ ୬୮୮୩ଟି ସ୍କୁଲର ଲୋକାର୍ପଣ ହୋଇଛି ଶିକ୍ଷାରେ Technologyର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି, ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ- ମୁଖ୍ୟମନ୍ତ୍ରୀ 5T ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ [...]

ପଦ୍ମଶ୍ରୀ ସମ୍ମାନ ରେ ଘୋଷିତ ଶିଳ୍ପୀ ଶ୍ରୀ ବିନୋଦ ମହାରଣାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସମ୍ମାନିତ କଲେ

ପଦ୍ମଶ୍ରୀ ସମ୍ମାନ ରେ ଘୋଷିତ ଶିଳ୍ପୀ ଶ୍ରୀ ବିନୋଦ ମହାରଣାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସମ୍ମାନିତ କଲେ ଭୁବନେଶ୍ୱର, ତା. ୨୮/୦୧ : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାର ପ୍ରଥମ ପଟ୍ଟଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସମ୍ମାନରେ ଘୋଷିତ ଶ୍ରୀ ବିନୋଦ ମହାରଣାଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଉପଢ଼ୈାକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । [...]

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର ଭୁବନେଶ୍ୱର-ତା.୨୮.୦୧.୨୦୨୪- ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ କାରଣ, ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଆମ ରାଜ୍ୟ ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଆମ ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଆମ ଭାଷାକୁ ସାରା ବିଶ୍ୱର କୋଣ [...]

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଭୁବନେଶ୍ଵର- ତା ୨୮/୦୧/୨୦୨୪ :ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓ. ଏ. ଏସ. ଆସୋସିଏସନ ସଭାଗୃହ ରେ ପାଳିତ ହୋଇଯାଇଅଛି । ଏଥିରେ ବର୍ଷୀୟାନ୍ ସାହିତ୍ୟିକ ପ୍ରଫେସର ବାଳକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଓ [...]

ଏକାମ୍ର ରେପରିବାର ସମ୍ପର୍କ ଅଭିଯାନ

ଏକାମ୍ର ରେପରିବାର ସମ୍ପର୍କ ଅଭିଯାନ ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ଅପରାହ୍ନ ୩ ଘଟିକା ୱାର୍ଡ ନଂ ୬୧ ଭିମଟାଙ୍ଗି ଜଗନ୍ନାଥ ମନ୍ଦିର ନିକଟରୁ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଥିଲେ । [...]

ଏକାମ୍ର ରେ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଏକାମ୍ର ରେ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ୩୦ କୋଟି ଟଙ୍କାର ବିଭିନ୍ନ ରାସ୍ତା ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ୱାର୍ଡ ନଂ ୬୩ ରେ ନାରାୟଣ ଜେନା ପ୍ରତିମୂର୍ତ୍ତି ଠାରୁ ମହିମା ଅଲେଖ ଆଶ୍ରମ ପର୍ଯ୍ୟନ୍ତ ୭୫ ଲକ୍ଷ ଟଙ୍କାରେ ରାସ୍ତା ର [...]

ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶେଷ ସମ୍ମାନ :

ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶେଷ ସମ୍ମାନ : ଆମେ ଜଣେ ମୁରବି ଓ ଦିଗ୍‌ଦର୍ଶନକାରୀଙ୍କୁ ହରାଇଲୁ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ଭୁବନେଶ୍ୱର, ୨୮ା୧-ରାଜ୍ୟ ଉଚ୍ଚଶିକ୍ଷା , ସମବାୟ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନିଳମଣି ସାମଲଙ୍କୁ ତାଙ୍କର ଶେଷ ସମ୍ମାନ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ କଟକ ସ୍ୱରାଜ ଆଶ୍ରମରେ ସ୍ୱର୍ଗତ ସାମଲଙ୍କ [...]