Search for:
  • Home/
  • Month: January 2024

କଂଗ୍ରେସ ର ଛାତ୍ର ନେତା ଇତିଶ୍ ବିଜେପି ରେ ମିଶିଲେ। : ମନମୋହନ ସାମଲ

_ମିଶ୍ରଣ ପର୍ବ_ ନବୀନ ହରାଉଛନ୍ତି ଭରସା, ବିଜେଡି ଓ କଂଗ୍ରେସ ନେତା ବିଜେପି ମୁହାଁ: ମନମୋହନ ସାମଲ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତା ଓ କର୍ମୀଙ୍କ ଭରସା ହରାଉଛନ୍ତି  ପୂର୍ବତନ ଧର୍ମଗଡ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତା ରବିନ୍ଦ୍ର କୁମାର ପାଟ୍ଟଯୋଶୀ, ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ୨୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ [...]

କୋଟିଏ ପରିବାରକୁ ଯାଇ ଜନସମ୍ପର୍କ କରିବ ବିଜେପି

ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ ଅନୁଷ୍ଠିତ କୋଟିଏ ପରିବାରକୁ ଯାଇ ଜନସମ୍ପର୍କ କରିବ ବିଜେପି : ଗୋଲକ ମହାପାତ୍ର  ମୋଦିଜୀଙ୍କ ଯୋଜନାର ଲାଭ ଗାଁର ଲୋକ ଉପକୃତ ହେଉଛନ୍ତି କି ନାହିଁ, ତାହା ସ୍ଥିତି ପରଖିବ ବିଜେପି  ଶାସକ ବିଜେଡିର ଭ୍ରଷ୍ଟାଚାର, ଦୁର୍ନୀତି ସଂପର୍କରେ ଲୋକମାନଙ୍କୁ ଅବଗତ କରାଯିବ ଭୁବନେଶ୍ୱର, ତା.୨୯/୦୧: ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ କାର୍ଯ୍ୟକ୍ରମ ଅନୁଷ୍ଠିତ [...]

୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା

ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ଗଣମାଧ୍ୟମ ସଂଯୋଜକଙ୍କ ନାମ ଘୋଷଣା  ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା *ଭୁବନେଶ୍ୱର ତା.୩୦/୦୧:* ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ମୁଖପାତ୍ର, ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । *ମୁଖପାତ୍ର:* ୧. ଶ୍ରୀ ସଜ୍ଜନ ଶର୍ମା ୨. ଶ୍ରୀ ସୁଦୀପ୍ତ ରାୟ [...]

ଆଦିବାସୀ ମେଳାର ଶୋଭା ପାଉଛି ଆଦିବାସୀ ଗାଁ ଓ ହାଟ

ଆଦିବାସୀ ମେଳାର ମଜା ନେଉଛନ୍ତି ଦର୍ଶକ, ସହର ମଧ୍ୟରେ ଶୋଭା ପାଉଛି ଆଦିବାସୀ ଗାଁ ଓ ହାଟ ଭୁବନେଶ୍ୱର:ଓଡିଶାର ଜନଜାତିଙ୍କ ଜୀବନଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ଆଦିବାସୀ ମେଳା ୨୦୨୪ । ଗତକାଲି ତଥା ଜାନୁଆରୀ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଦିବାସୀ ମେଳାର ଉଦଘାଟନ କରିବା ସହ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । [...]

ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ମାଡି ବସିଛନ୍ତି 68ଏକର ସରକାରୀ ଜମି

ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ ମାଡି ବସିଛନ୍ତି 68ଏକର ସରକାରୀ ଜମି ଭୁବନେଶ୍ୱର, : ଶାମପୁରରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏଠାରେ ଏକ ବଡଧରଣର ରାକେଟ ସରକାରୀ ଜମିକୁ ଜବରଦଖଲ କରି ବିକିଥିବା ସୁରାକ ପାଇଥିଲା ବିଡିଏ ଏକର କି ଦୁଇ ଏକର ନୁହେଁ ମୋଟ 68ଏକର ଜମିକୁ ଦୁର୍ବୃତ୍ତମାନେ ସାଧାରଣ ଲୋକଙ୍କୁ ବିକ୍ରି କରିଛନ୍ତି ଆଜି (ସୋମବାର) ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍ [...]

ଲଢ଼ିବେ ଅର୍ଚ୍ଚନା ନାଗ !

ଭୁବନେଶ୍ୱର ଉତ୍ତରରୁ ଲଢ଼ିବେ ଅର୍ଚ୍ଚନା ନାଗ ! ସେକ୍ସ ସ୍କାଣ୍ଡାଲ୍‌ଠାରୁ ଆରମ୍ଭ କରି ବଟି ଆଦାୟ ପର୍ଯ୍ୟନ୍ତ କେତେ କ’ଣ ବଦନାମ ମୁଣ୍ଡାଇ ଥିଲେ ଅର୍ଚ୍ଚନା ନାଗ। ଭୁବନେଶ୍ୱର:ବିବାଦରେ ଫସିବା ପରେ ଜେଲ ଯାଇଥିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ଦୀର୍ଘ ସମୟ ଧରି ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ବନ୍ଦୀ ଜୀବନ କାଟି ଥିଲେ। ଜେଲରେ ରହି ଓକିଲାତି ପାଠ ପଢ଼ିଲେ। ହାଇକୋର୍ଟରୁ ବେଲ୍‌ ପାଇବା [...]

ରାଜ୍ୟ କଳାକାର ମହାସଂଘ ତରଫରୁ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦୦ ରୁ ଉର୍ଦ୍ଧ୍ବ କଳାକାର ବିଜେଡ଼ି ଦଳରେ ଯୋଗ ଦାନ

ବିଜେଡିରେ ସାମିଲ ହେଲେ ୨୯ ଖ୍ୟାତନାମା କଳାକାର ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ କଳାକାର । ଆଜି ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ [...]